ପେକ୍ସ ପରିଦର୍ଶନ ବେଳେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ, ଏସ୍ପି ଅଫିସ୍ ଘେରିଲା ବିଜେପି
ବଲାଙ୍ଗୀର: ପେକ୍ସ ପରିଦର୍ଶନ ବେଳେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ୍ ଦାବିରେ ଶତାଧିକ ବିଜେପି କର୍ମୀ ଏସପି ଅଫିସ ଘେରିଛନ୍ତି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଧାୟକ ମୁକେଶ ମହାଲିଙ୍ଗ, ମୁକେଶ ଜୈନ, ଅନନ୍ତ ଦାଶ,ମହେନ୍ଦ୍ର ଠାକୁର ପ୍ରମୁଖକଙ୍କ!-->…
Read More...
Read More...