୨୩ରୁ ଆଇପିଏଲ୍ ନିଲାମୀ, ୪୦୫ ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ କ୍ରିକେଟର
ମୁମ୍ବାଇ : ଆସନ୍ତା ୨୩ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ)ର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ସବୁଠାରୁ ଖୁସିର!-->…
Read More...
Read More...