ବିସିସିଆଇର ନୂଆ ସଭାପତି ହୋଇପାରନ୍ତି ମିଥୁନ ମନହାସ
ନୂଆଦିଲ୍ଲୀ: କିଏ ହେବ ବିସିସିଆଇ ପରବର୍ତ୍ତୀ ସଭାପତି ? ରୋଜର ବିନ୍ନିଙ୍କ ସ୍ଥାନରେ କିଏ ସମ୍ଭାଳିବେ ମଙ୍ଗ ? ଖୁବଶୀଘ୍ର ଏ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ବିସିସିଆଇ ସଭାପତି ହୋଇପାରନ୍ତି । ଜମ୍ମୁକାଶ୍ମୀରରେ ଜନ୍ମିତ ଏହି!-->…
Read More...
Read More...