ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ଘୋଷଣା
ଭୁବନେଶ୍ୱର: ବସ୍ ଦୁର୍ଘଟଣାରେ ଆଖି ବୁଜିଥିବା ଜଣାଶୁଣା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି ।
ସିଏମ୍ଓ!-->!-->!-->…
Read More...
Read More...