ସ୍ନେହାଙ୍ଗିନୀ ଛୁରିଆଙ୍କ ସଂପର୍କରେ ବଡ କଥା କହିଲେ ଦେବୀ ମିଶ୍ର
ନୂଆପଡ଼ା୦: ନୂଆପଡ଼ା ଉପ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସ୍ନେହାଙ୍ଗିନୀ ଛୁରିଆଙ୍କ ନାମରେ ମୋହର ମାରିଛି ଦଳ । ଆଉ ପ୍ରାର୍ଥୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ପୁରୁଣା ଚେହେରା!-->…
Read More...
Read More...