ଅମିତାଭ କହିଲେ, ମୁଁ ମାଛ ଖାଇବା ଛାଡି ଦେଇଛି, ଜୟାଙ୍କ ବହୁତ ପସନ୍ଦ…

ବିଗ୍‌ ବି ଅମିତାଭ ବଚ୍ଚନ କନ୍‌ ବନେଗା କୋରଡପତି ସୋରେ ଉପସ୍ଥାପନ ଜାରି ରଖିଛନ୍ତି । ନିକଟରେ ଏକ ଏପିସୋଡରେ ବିଗ୍‌ ବି ନିଜେ ଛାଡିଥିବା ଖାଦ୍ୟ ସାମଗ୍ରୀ ଉପରେ କହିଛନ୍ତି । ପ୍ରତିଯୋଗୀ ବିଦ୍ୟା ଉଦୟ ରେଡକରଙ୍କ ସହ ବାର୍ତ୍ତାଳାପ ସମୟରେ ଅମିତାଭ ବଚ୍ଚନ କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା
Read More...

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ,ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ

ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ । ୨ଟି ପର୍ଯ୍ୟାୟରେ ଗୁଜରାଟ
Read More...

ଅଧିଗ୍ରହଣ ପରେ ଅବ୍ୟବହୃତ ଚାଷଜମି ଫେରସ୍ତ ଦାବିରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର : ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଚିପିଲିମା ପାୱାର ହାଉସ ପାଇଁ ଅଧିଗୃହୀତ ୬୩୪୫.୭୫ ଏକର ଜମି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୦୦ ଏକର଼ ବ୍ୟବହାରକୁ ଆସିଛି, ଏଣୁ ବାକି ଅବ୍ୟବହୃତ ଚାଷଜମିକୁ ଫେରସ୍ତ ଦାବିରେ ସମ୍ପୃକ୍ତ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...

ଅସହାୟ ଦୁଇ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲେ କୁସୁମି

ବାଲିଗୁଡ଼ା: ଆରପାରିକୁ ଚାଲିଗଲେ ବାପା । ପଚାରିଲାନି ବଡ଼ ଭାଇ । ଏଭଳି ପରିସ୍ଥିତିରେ ସାନଭାଇ ଦୁଇ ଭଉଣୀଙ୍କ ସାହାରା ପାଲଟିଛି । କୁଲି ମଜୁରି କରି ଦୁଇ ଭଉଣୀଙ୍କୁ ଦି ଓଳି ଦିମୁଠା ଖାଇବା ଯୋଗାଇବାକୁ ସଂଘର୍ଷ କରୁଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା
Read More...

ପୁଲିଂ ଅଫିସର ମୃତ

ଭଦ୍ରକ: ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନରେ ନିୟୋଜିତ ଜଣେ ପୁଲିଂ ଅଫିସରଙ୍କ ମୃତୁ୍ୟ ହୋଇଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତୁ୍ୟ ହୋଇଛି । କଟକ ବଡ଼
Read More...

ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ପାରଳାଖେମୁଣ୍ଡି ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ଦ୍ୱାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ରାଜ୍ୟ ଗୃହ ନିର୍ମାଣ ଅଧକ୍ଷଙ୍କ ଖପ୍ରାଖୋଲ ଅଞ୍ଚଳ ଗ୍ରସ୍ତ, ଧଣ୍ଡାମୁଣ୍ଡା ଗାଁରେ ବାଣ୍ଟିଲେ ଭତ୍ତା

ଖପ୍ରାଖୋଲ : ରାଜ୍ୟ ଗୃହ ନିର୍ମାଣ ନିଗମ ଅଧକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ବୁଧବାର ଖପ୍ରାଖୋଲ ଅଂଚଳ ଗ୍ରସ୍ତ କରିଥିଲେ । ବ୍ଲକର ବିଭିନ୍ନ ଗାଁ ଗ୍ରସ୍ତ କରିଥିବା ବେଳେ ବିଜୁ ଜନତା ଦଳ ତରଫରୁ ତଥା ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ
Read More...

ମୋ ସେବା କେନ୍ଦ୍ରରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣପତ୍ର ପ୍ରଦାନ ସୁବିଧା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ୍‌ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମୋ ସେବା କେନ୍ଦ୍ରର
Read More...

ବର୍ଷା ହେବା ପରେ କେମିତି ଥିଲା ଟିମ୍‌ ଇଣ୍ଡିଆର ବାତାବରଣ, କହିଲେ ରୋହିତ

ଆଡିଲେଡ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ଭାରତ ବାଂଲାଦେଶ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଚାରିଟି ମ୍ୟାଚ୍‌ରେ ଏହା ଭାରତର ତୃତୀୟ ବିଜୟ ଥିଲା । ବାସ୍ତବରେ ଏହି ବିଜୟ ଟିମ୍‌ ଇଣ୍ଡିଆ ପାଇଁ ମଧ୍ୟ ସହଜ ନଥିଲା । ଆଡିଲେଡ୍‌ ଓଭାଲ୍‌ ଗ୍ରାଉଣ୍ଡରେ
Read More...

ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ, ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ନବରଙ୍ଗପୁର : ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁରର କୋର୍ଟ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା
Read More...