ପୁରୀରେ ପୁଣି ବ୍ରାଉନସୁଗର ଜବତ

ପୁରୀ,୨୨/୧୦- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ଡୁଙ୍ଗରା ଛକ ଠାରେ ଚଢ଼ାଉକରି ମନରଞ୍ଜନ ସ୍ୱାଇଁ (୩୧ବର୍ଷ)ଙ୍କୁ ଗିରଫ କରିଛନ୍ତି । ତାଙ୍କ
Read More...

ସରପଞ୍ଚଙ୍କ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ, ଧରା ପଡିଲା ଜାଲିଆତି

ଦଶପଲ୍ଲା,୨୨/୧୦: - ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାଖୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍‌ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଣୀଗୋଛା ସରପଞ୍ଚ ।
Read More...

ବ୍ରାହ୍ମଣୀଗାଁ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବାଲିଗୁଡ଼ା,୨୧/୧୦: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଅଞ୍ଚଳର ବିଭିନ୍ନ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ କ୍ଲଷ୍ଟର ପକ୍ଷରୁ ସିଆରସିସି ସନ୍ତୋଷ କୁମାର ମଲ୍ଲିକଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ସୁବର୍ଣ୍ଣପୁର ଠାରେ ହସ୍ତତନ୍ତ ମଲ୍‌ର ଭିତ୍ତିିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର,୨୧/୧୦ - ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସଦର ମହକୁମାଠାରେ ହସ୍ତତନ୍ତ ମଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଳାର ଓସ୍ୱାନ କେନ୍ଦ୍ରଠାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା
Read More...

ସଂପୂର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦିଅନ୍ତୁ ଧର୍ମେନ୍ଦ୍ର- ନରସିଂହ

ବଲାଙ୍ଗୀର,୨୧/୧୦- ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ୧୫ ଓ ୧୭ ବର୍ଷ ବର୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ
Read More...

ପ୍ରୟାସ – ୩୦ ମେଧା ଛାତ୍ର ଗ୍ରୁପ ଶିକ୍ଷାଦାନ ଆରମ୍ଭ

ପାରଳାଖେମୁଣ୍ଡି,୨୧/୧୦- ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳକ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ "ପ୍ରୟାସ – ୩୦’ ମେଧା ଛାତ୍ର ଗ୍ରୁପ ଗଠିତ ହୋଇଛି । ଏହି ଛାତ୍ରମାନଙ୍କ ଶୈକ୍ଷିକ ବିକାଶ ତଥା ଆଗାମୀ ୨୦୨୨-୨୩ ରେ ଅନୁଷ୍ଠିତ ହେବାକୁ ଥିବା ମାଧ୍ୟମିକ ଶିକ୍ଷା
Read More...

ଗୁରାଣ୍ଡି ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟରେ ଗୋଶାଣୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜନକ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାଧୀନତାର
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ଯୁବ ମହୋତ୍ସବ ପାଳିତ

ନବରଙ୍ଗପୁର,୨୧/୧୦- ନବରଙ୍ଗପୁର ଜିଲ୍ଳାର ଦଶଗୋଟି ବ୍ଲକରୁ ଆସିଥିବା ତିନିଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ମାନନୀୟ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ବୌଦ୍ଧ/ଜହ୍ନ ।ପଙ୍କ ,୨୧/୧୦: ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜି ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସମ୍ପର୍କ
Read More...

୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ, ୨୮ ହଜାର ଟଙ୍କା ଜୋରିମାନା

ଫୁଲବାଣୀ,୨୧/୧୦: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ନିଲେଶ୍ୱର ପ୍ରଧାନକୁ ଦୋଷୀ ସାବ୍ୟସ୍ତ
Read More...