ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍

ଶ୍ରୀନଗର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍ । ସିନ୍ଧ ନଦୀକୁ ଖସି ପଡ଼ିଲା ବସ୍ । ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ବସଟି ନଦୀକୁ ସିଧା ଖସି ଯିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ସୌଭାଗ୍ୟର କଥା ବସଟି ଖାଲି ଥିଲା, ସେଥିରେ କୌଣସି ଯବାନ
Read More...

ଏହି ସ୍ଥାନଗୁଡ଼ିକ ପ୍ରି-ୱେଡିଂ ପାଇଁ ଉପଯୁକ୍ତ, ଆପଣଙ୍କ ରୋମାନ୍ସକୁ ଦ୍ବିଗୁଣିତ କରିବ

ଆଜିର ସମୟରେ, ଲୋକମାନେ ପ୍ରତ୍ୟେକ ବିଶେଷ ଅବସରକୁ ସ୍ମରଣୀୟ କରିବାକୁ ଚାହାଁନ୍ତି। ବିବାହ ହେଉଛି ଦୁଇଜଣଙ୍କ ଜୀବନର ସବୁଠାରୁ ବିଶେଷ ଅବସର। ଲୋକମାନେ ବିବାହ ପୂର୍ବରୁ ସାଥୀଙ୍କ ସହିତ ପ୍ରତ୍ୟେକ ସୁନ୍ଦର ମୁହୂର୍ତ୍ତକୁ ସ୍ମୃତି ଭାବରେ ପାଳନ କରିବା ପାଇଁ ପ୍ରି-ୱେଡିଂ ସୁଟ୍ କରନ୍ତି।
Read More...

ଏହି ସମୟକୁ ଫେରିବାକୁ ଚାହୁଁଛନ୍ତି ପ୍ରିୟଙ୍କା, କହିଲେ- କ’ଣ ଭୟ କରନ୍ତି?

ଆଜି ପ୍ରିୟଙ୍କା ଚୋପ୍ରାଙ୍କ ପରିଚୟର ଆବଶ୍ୟକତା ନାହିଁ। ୨୦୦୨ ମସିହାରେ ଏକ ତାମିଲ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କ୍ୟାରିଅର ଆରମ୍ଭ କରିଥିବା ଏହି ଦେଶୀ ଗାର୍ଲ ତାଙ୍କର ପ୍ରତ୍ୟେକ 'ଶୈଳୀ' ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ପ୍ରିୟଙ୍କା ଆଜି ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ତାଙ୍କର
Read More...

ଏସିଆ କପ୍ ଖେଳିପାରିବେନି ପନ୍ତ, ଏହି ଖେଳାଳିଙ୍କ ଭାଗ୍ୟ ଚମକିବ

ନୂଆଦିଲ୍ଲୀ- ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ବିପର୍ଯ୍ୟୟ ହେଉଛି ରିଷଭ ପନ୍ତଙ୍କ ଆଘାତ। ପନ୍ତଙ୍କ ପାଦ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ତଥାପି, ପ୍ରଥମ ଇନିଂସରେ ଆହତ ସତ୍ତ୍ବେ ଖେଳିବାକୁ ବାଧ୍ୟ କରାଯାଇଥିଲା। ବିସିସିଆଇ ମଧ୍ୟ
Read More...

ସୁଭଦ୍ରା ଯୋଜନା ସଂପର୍କରେ ବଡ କଥା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର:ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖି ପୂର୍ଣ୍ଣିମା। ଏହି ଦିନ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମ କିସ୍ତି ନେଲା ପରେ ଆୟକର ରିଟର୍ନ ଦେଇଛନ୍ତି, କିଏ ଗାଡ଼ି କିଣିଛନ୍ତି, ଏବଂ କାହାର ୫ ଏକର ଜମି ଥିବା କାରଣରୁ ସେମାନଙ୍କୁ
Read More...

ଏହି ସବୁ ଜିଲାରେ ହୋଇପାରେ ବଜ୍ରପାତ ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର
Read More...

‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଜାତୀୟ ଶିକ୍ଷା ନୀତି ସବୁଠୁ ପ୍ରଭାବଶାଳୀ ଅସ୍ତ୍ର –…

ନୂଆଦିଲ୍ଲୀ/ଭୁବନେଶ୍ୱର:  'ବିକଶିତ ଭାରତ' କେବଳ ଏକ ଭିଜନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷା ନୀତି ସବୁଠାରୁ ପ୍ରଭାବଶାଳୀ
Read More...

ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି। ଏହି
Read More...

୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ବର: ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ
Read More...

ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ

ଭୁବନେଶ୍ୱର: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନ ଥିବା
Read More...