ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପୁରୁଷ ବିଭାଗରେ କଣ୍ଟାମାଳ ଓ ମହିଳା ବିଭାଗରେ ବୌଦ୍ଧ ଚାଂପିଆନ

ବୌଦ୍ଧ,୧୭/୧୦: ସ୍ଥାନୀୟ କଚେରୀ ଖେଳପଡିଆରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମହିଳା ବିଭାଗର ଫାଇନାଲ ଖେଳ କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ
Read More...

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ଵର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା କାଳକ୍ରମେ ଲଘୁଚାପରେ ପରିଣତ ହେବ। ଏହାପରେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପଶ୍ଚିମ କେନ୍ଦ୍ରୀୟ
Read More...

କମ୍‌ବ୍ୟାକ୍‌ ମ୍ୟାଚରେ ସାମି ହିରୋ, ଶେଷ ଓଭରରେ ୩ ୱିକେଟ ନେଇ ଭାରତକୁ ଦେଲେ ବିଜୟ

ବ୍ରେସବେନ : ଏଠାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୬ରନରେ ହରାଇଛି । ମ୍ୟାଚରେ ବୁମରାହ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ମହମ୍ମଦ ସାମି ହିରୋ ହୋଇଛନ୍ତି । ତାଙ୍କୁ
Read More...

ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ
Read More...

ନିମ୍ନମାନର ସ୍କୁଲ ପୋଷାକ ଯୋଗାଣ ଅଭିଯୋଗ

ଖପ୍ରାଖୋଲ,୧୭/୧୦: ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତର ବଡ ଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ସ୍କୁଲ ପୋଷାକ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିବା ଭିଡିଓ ଫଟୋ ଦେବରାଜ ବାରିକ ନାମକ ଜଣେ ଯୁବକ ଭାଇରାଲ୍‌ କରିଛନ୍ତି । ଭାଇରାଲ ଭିଡିଓରୁ ଜଣାପଡୁଛି ଏହି ସ୍କୁଲ ଡ୍ରେସଟି ଦିନଟିଏ
Read More...

ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ମହାସଂକଳ୍ପ ସମାରୋହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗଦଳର ମହାସଂକଳ୍ପ ସମାରୋହ ଉମରକୋଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଆଜିର ଯୁବମାନସ ରାଷ୍ଟ୍ରାଭିମୁଖୀ ହେଲେ ଭାରତ ବିକଶିତ ଓ
Read More...

ଶିକ୍ଷକ ସଂଘ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ଠାରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ବିକ୍ଷୋଭ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ପାର୍କଠାରୁ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଏକତ୍ରିତ ହୋଇ
Read More...

ଖପ୍ରାଖୋଲ ବ୍ଲକ ଅଞ୍ଚଳର କ୍ଷୁଦ୍ର ଶସ୍ୟ କ୍ଷେତ୍ର ପରିଦର୍ଶନ କଲେ କୃଷି ବିଭାଗ ଅଧିକାରୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର କ୍ଷୁଦ୍ର ଶସ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି କୃଷିବିଭାଗର ବରିଷ୍ଠ ଅଧିକାରୀ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ନୋଡାଲ ଅଫିସର ସଦାନନ୍ଦ ନାୟକ, ଡିପିଡି ଆତ୍ମା ଗୌନ୍ତିଆ ରଣା , ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଡ଼ା ପ୍ରଫୁଲ୍ଲ କୁମାର ଭଞ୍ଜ
Read More...

ସ୍ୱାଭିମାନ ମଞ୍ଚ ପରିବାରର ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ ମଂଚ ପରିବାରର ତରଫରୁ ସାଢେ ୪ କୋଟି ଜନମାନସର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦଶପଲ୍ଲା ଡ଼ାକ୍ତରଖାନା ଏବଂ ବୃଦ୍ଧା ଆଶ୍ରମରେ ଫଳ ବଣ୍ଟନ କରାଯାଇଥିଲା ।
Read More...

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ:୨ ମୃତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମହିଚଲା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ ରୋଗୀଙ୍କ ସହ ଗାଡ଼ି ହେଲପରଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଏକ ୧୦୮ ଆମ୍ବୁଲାନ୍ସରେ  ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗାଁରୁ ଜଣେ
Read More...