ଜିଆରଏସଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ
ଦଶପଲ୍ଲା : ପ୍ରହସନ ପାଲଟିଛି ମନରେଗା ଯୋଜନା । ଶ୍ରମିକଙ୍କ ନାମରେ ହେଉଛି ଠକେଇ । ମନରେଗା ଯୋଜନାରେ ଅର୍ଥ ତୋଷାରପାତ ଅଭିଯୋଗରେ ଜିଆରଏସ ନିଲମ୍ବିତ । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଜିଆରଏସ ଜିତେନ୍ଦ୍ର ଚୌଧୁରୀଙ୍କୁ ନିଲମ୍ବିତ କରିଛନ୍ତି । ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ!-->…
Read More...
Read More...