ନାବାଳିକା ମୃତ୍ୟୁ ମାମଲାକୁ ରାଜନୈତିକ ରୂପ ଦେଉଛି ବିଜେପି : ବିଜେଡ଼ି

ବାଲିଗୁଡ଼ା:କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ସପ୍ତମ ଶ୍ରେଣୀ ପଢୁଥିବା ଜନୈକ ଛାତ୍ରୀ ଗର୍ଭବତୀ ହେବାପରେ ମୃତ ଶିଶୁ ଜନ୍ମ ଦେବା ଏବଂ ପରେ ମୃତ୍ୟୁବରଣ କରିବା ଘଟଣା ରାଜନୈତିକ ରୂପ ନେଉଛି । ରବିବାର ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆବାସିକ
Read More...

ବଜ୍ରପାତରେ ୧୧ ଗୋରୁ ମୃତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଗଡ଼ି ସହିତ ରାସ୍ତା ଧୂମମୟ ଫଳରେ ଯାନବାହାନ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆଜିର ବଜ୍ରପାତରେ ୧୧ ଗାଈ/ବଳଦର ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତର ମାଝି
Read More...

ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ, ସହରବାସୀଙ୍କୁ ମିଳିବ ନିରବଛିନ୍ନ ବିଦ୍ୟୁତ ସେବା

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ । ଏହାଦ୍ୱାରା ବର୍ଷା, ପବନ ସମୟରେ ଆଉ ବିଦ୍ୟୁତ କାଟର ଭୟ ରହିବ ନାହିଁ । ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ରାସ୍ତାରେ
Read More...

ତୃତୀୟ ଦିନିକିଆ ଜିତି ସିରିଜ ହାତେଇଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍‌ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ
Read More...

୮୧ତମ ବୀର ସହିଦ୍‌ କଷ୍ଟି ଡାକୁଆ ଦିବସ ପାଳିତ

ଦଶପଲ୍ଲା :ନୟାଗଡ ସ୍ୱାଧୀନତା ସଂଗ୍ରାମର ଆଦ୍ୟଭୂମୀ କୁହାଯାଉଥିବା ଗୌଡ଼ ଥୁଆବାରୀ ଗ୍ରାମରେ ୮୧ତମ ବୀର ସହିଦ କଷ୍ଟି ଡାକୁଆ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର କୁଶବିଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ପରିଡ଼ା ,
Read More...

କୁଲକର୍ଣ୍ଣି ଆଶୁତୋଷ ବ୍ରହ୍ମପୁର ଉପଜିଲ୍ଲାପାଳ

ବ୍ରହ୍ମପୁର:ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୨୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର କୁଲକର୍ଣ୍ଣି ଆଶୁତୋଷ ସି ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ଭିଭାସନ୍‌ଙ୍କ ପଦୋନ୍ନତି ହୋଇ ଗଞ୍ଜାମ
Read More...

ମନମୁଣ୍ଡା ପୁଲିସକୁ ବଡ଼ ସଫଳତା; ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ

ବୌଦ୍ଧ : ମନମୁଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ଦେଶୀ ବନ୍ଧୁକ କାରଖାନାକୁ ଠାବ କରିବା ସହ ଏଭଳି ବେଆଇନ କାରବାରରେ ଲିପ୍ତ ଥିବା ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଘଟଣାସ୍ଥଳରୁ ପୁଲିସ ଏକାଧିକ ବନ୍ଧୁକ ଜବତ କରିଛି ।ଗତରାତିରେ ପୁଲିସ୍‌ ଅତର୍କିତ ଚଢାଉ କରି ଏପରି କାରଖାନା ଠାବ
Read More...

ସୁରେନ୍ଦ୍ର କୁମାର ପ୍ରଧାନ ହେଲେ ଘୁ ଉଦୟଗିରି ବ୍ଲକ ବିଧାୟକ ପ୍ରତିନିଧି

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ ଆଜି ନବ ନିଯୁକ୍ତ ବ୍ଲକ ବିଧାୟକ ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ବ୍ଲକ ସଭାପତି ଲିଙ୍ଗରାଜ କହଁରଙ୍କ ସଭାପତିତ୍ୱରେ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶାଲୁଗା ପ୍ରଧାନ ଘୁ ଉଦୟଗିରି ବ୍ଲକ ନିମନ୍ତେ
Read More...

ସାଇକେଲରେ ଚାରିଧାମ ଯାତ୍ରା କଲେ ସତ୍ୟବ୍ରତ

ପୁରୀ : ସାଇକେଲରେ ଚାରିଧାମ ଯାତ୍ରା । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର
Read More...

ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରିଲେ ବଲଦଙ୍ଗଗୁଡ଼ା ଗ୍ରାମର ବିଦ୍ୟୁତ୍‌ ହିତାଧିକାରୀ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପଡ଼ି ପଞ୍ଚାୟତର ବଲଦଙ୍ଗଗୁଡ଼ା ଗ୍ରାମର ହିତାଧିକାରୀ ବିଗତ ୬ ଦିନ ହେବ ବିଦ୍ୟୁତ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି ।
Read More...