ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୁରୀ : ଆଜିଠାରୁ ପୁରୀ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍‌ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଛି । ଏହାକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମ କରି ପୁରୀ ଜିଲ୍ଲାରେ
Read More...

ଛୁରି ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

ପୁରୀ : ଦାଦାବଟି ମାଗିବା ସହ ଛୁରୀ ଦେଖାଇ ଭୟଭୀତ କରିବା ଅଭିଯୋଗରେ ସମୁଦ୍ର କୂଳ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରୁଛି । ଅଭିଯୁକ୍ତ ଦ୍ୱୟ ହେଲେ ଆର ରାମ ଚନ୍ଦ୍ର ବେହେରା ଓ ଆଙ୍କା ନରସିଂହ ରାଓ । ଅଭିଯୁକ୍ତ ମଙ୍ଗଳବାର ପୂର୍ବାହ୍ନରେ ସ୍ୱର୍ଗଦ୍ୱାର ଆର ଏଲ ହୋଟେଲ ନିକଟରେ ଛୁରୀ ଦେଖାଇ
Read More...

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଫୁଲବାଣୀ,୧୨/୧୦:- ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ଶ୍ରୀ ସାମନ୍ତ ଯୋଗଦେବା ସହ ଏହାର ସଫଳ ଆୟୋଜନ
Read More...

କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ଗୁଳିବିନିମୟ ଘଟଣା:ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ…

ଫୁଲବାଣୀ : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା
Read More...

ବାଇକ୍‌ ଦୁର୍ଘଟଣାରେ ଜଣେ ଆହତ

ଘୁ ଉଦୟଗିରି: ଗ୍ରେସିଙ୍ଗିଆ ନିକଟରେ ଶିବରାମ ଦଳବେହେରା (୩୮)ଙ୍କର ଓଡ଼ି ୧୨ ଏ ୮୨୮୫ ନମ୍ୱର୍‌ ବିଶିଷ୍ଟ ଏକ ବାଇକ୍‌ ଦ୍ୱାରା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସ୍ଥାନୀୟ ବ୍ଲକ ଅଧିନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ଗ୍ରାମର ଶିବରାମ ଦଳବେହେରା ଘୁ
Read More...

ଦୁଇ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ

ପୁରୀ : ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱରପୁରର ସୁରଜ ମିଶ୍ର
Read More...

ଦଶପଲ୍ଲା ଉପକଣ୍ଠରେ ବାଘ ଓ ହାତୀ ଭୟ !

ଦଶପଲ୍ଲା : ଦିନକୁ ଦିନ କ୍ଷୟ ହେଉଛି ଜଙ୍ଗଲ । ବଣ ଜଙ୍ଗଲରେ ଖାଦ୍ୟ ନ ପାଇ ବନ୍ୟଜନ୍ତୁ ହେଉଛନ୍ତି ଗାଁ ଓ ସହର ମୁହାଁ । ଦଶପଲ୍ଲା ବନାଞ୍ଚଳର ସାକେଣୀ ଫରେଷ୍ଟ ସେକ୍ସନ, ତେଣ୍ଡାବାଡ଼ି ପଞ୍ଚାୟତର ପୁରୁଣା ପୋଇବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ବାଘଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ
Read More...

ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ

ଫୁଲବାଣୀ : ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ କରାଯାଇଛି । ଏହି ନୂତନ ଟିମକୁ ଛାତ୍ର ସଂଘ କନ୍ଧମାଳର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହାଣୀଙ୍କ ନେତୃତ୍ୱରେ ସର୍ବସମ୍ମତି କ୍ରମେ ନୂତନ ଟିମ ଗଠନ କରାଯାଇଛି । ପ୍ରିୟାଂଶୁ ପଟ୍ଟନାୟକଙ୍କୁ ଜିଲ୍ଲା ଉପସଭାପତି,ସ୍ମୃତି ରଞ୍ଜନ ନାୟକଙ୍କୁ
Read More...

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ମଙ୍ଗଳବାର ୨ୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ,ଜଙ୍ଗଲ ପରିବେଶ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ
Read More...