କୁକୁର କାମୁଡ଼ାରେ ଶିଶୁ କନ୍ୟା ମୃତ : ୩ ଗୁରୁତର ,୯ ଆହତ
ପାଟାଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ ଖେଳିଯାଇଛି ।ପ୍ରଥମେ କଲଙ୍ଗାପାଲି ଗାଁରେ ଜଣେ ମହିଳାକୁ କାମୁଡି ଲୁହୁଲୁହାଣ କରିବା ପରେ ପରେ ବାଲିପଟା ଗାଁରେ ପାଗଳା କୁକୁର କାମୁଡ଼ାରେ ଜଣେ ତିନି ବର୍ଷର ଶିଶୁ କନ୍ୟା ଦିପାମୁଣ୍ଡାଙ୍କ!-->…
Read More...
Read More...