ବୀମା ଦାବିରେ ରେଳ ଧାରଣା ଉପରେ ଚାଷୀ
ବଲାଙ୍ଗୀର : ରେଳ ଧାରଣାରେ ପ୍ରାୟ ୫ହଜାର ଚାଷୀ ବସିଛନ୍ତି । ଜୟ କିଷାନ ନାରାରେ କମ୍ପୁଛି ଟିଟିଲାଗଡ ରେଳ ଷ୍ଟେସନ । ରେଳ ଯାତାୟତ ଠପ୍ ହୋଇଯାଇଛି । ୨୦୨୧ ଖରିଫ୍ କୃଷିବୀମା ଦେବାରେ ବିଳମ୍ବ ନେଇ ଚାଷୀ ଅସନ୍ତୋଷ ସୀମା ଟପିଛି । ଅନ୍ୟ ପଟେ ପ୍ରତିଶୃତି ପୂରଣ କରିବାରେ ଏକାଧିକ ବାର ବିଫଳ!-->…
Read More...
Read More...