ଖପ୍ରାଖୋଲ ପୋଲିସର ଚଢ଼ାଉ, ୭ ଜଣ ଦାଦନ ଶ୍ରମିକ ଉଦ୍ଧାର
ଖପ୍ରାଖୋଲ,୧୫/୧୦- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ସାତ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ଗମ୍ଭାରୀ ଛକ ନିକଟରେ କିଛି ଶ୍ରମିକ ଥିବା ଦେଖି ପଚାରିବାରୁ ସେମାନେ ହରିଶଙ୍କର!-->…
Read More...
Read More...