ଗ୍ରୀନ ପେସେଜ ସ୍କିମରେ ଅନାଥ ଶିଶୁଙ୍କ ପାଇଁ ଉଚ୍ଚ ଶିକ୍ଷା
ନବରଙ୍ଗପୁର,୧୪/୧୦:- ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଡିପିଆରସି ସମ୍ମିଳନୀ ଗୃହରେ ଗ୍ରୀନ ପେସେଜ ସ୍କିମ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିତୃମାତୃହୀନ ଶିଶୁମାନେ ମାଗଣାରେ କିପରି ଉଚ୍ଚ ଶିକ୍ଷା ପାଇପାରିବେ ସେନେଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଏହି!-->…
Read More...
Read More...