ୟୁପିରେ ବନ୍ୟା ବିତ୍ପାତ,ଗଲାଣି ୩୫ ଜୀବନ
ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉଦ୍ବେଗନକ ହୋଇପଡ଼ିଛି । ବନ୍ୟାରେ ପ୍ରାୟ ଏଯାବତ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜଧାନୀ ଲକ୍ଷେ୍ନø ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି । ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ!-->…
Read More...
Read More...