ହରଭଙ୍ଗା ବ୍ଲକରେ ନୂତନ ବିଡିଓଙ୍କ ନିଯୁକ୍ତି
ହରଭଙ୍ଗା: ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ରବୀନ୍ଦ୍ରନାଥ କହଁର କାର୍ଯ୍ୟରେ ଯୋଗ ଦେଇଛନ୍ତି । ହରଭଙ୍ଗା ବ୍ଲକରେ ଥିବା ବି.ଡି.ଓ ସ୍ମିତା ରଥଙ୍କୁ ଭୁବେନେଶ୍ୱର ବଦଳି ହୋଇଥିବା ଫଳରେ ୧୦ ଦିନ ପରେ ଆଜି ହରଭଙ୍ଗା ବ୍ଲକର ନୂତନ ବି.ଡି.ଓ ଭାବେ ଶ୍ରୀ କହଁର ଯୋଗ ଦେଇଛନ୍ତି । ବି.ଡି.ଓ ଶ୍ରୀ କହଁର!-->…
Read More...
Read More...