ଲୋକଙ୍କ ସେବାରେ ଲାଗୁନି ଲିଙ୍ଗାଗଡ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡଠାରେ ରହିଛି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ । ଦୀର୍ଘ ୧୦ ରୁ ୧୨ ବର୍ଷ ହେବ ଏହି ଚିକିତ୍ସାଳୟ ଭୂତ କୋଠରି ସଦୃଶ ପଡ଼ିରହିଛି । ଏହି ଚିକିତ୍ସାଳୟଟି ୧/୦୨/୧୯୭୨ ମସିହାରେ ନିର୍ମାଣ ହୋଇଛି କିନ୍ତୁ ବର୍ଷ ବର୍ଷ ଧରି ଏହି ଚିକିତ୍ସାଳୟରେ
Read More...

ବୌଦ୍ଧରେ ଫିଜିଓଥେରାପି ଦିବସ ପାଳିତ

ବୌଦ୍ଧ,୮/୯- ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ୟୁନିଟରେ ଏହି ଦିବସ ପାଳିତ ହୋଇଯାଇଛି । ଫିଜିଓଥେରାପି ବିଭାଗ ମୁଖ୍ୟ ଡ. ଶିଲା ମହାରଣା, ତାଙ୍କ ସହଯୋଗୀ ଡ.
Read More...

ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ, ଦଶପଲ୍ଲା ମାଳ ଅଂଚଳରେ ସ୍ଥିତି ଜାହିର୍‌ କଲା କରୋନା

ଦଶପଲ୍ଲା : କିଛି ମାସର ବ୍ୟବଧାନ ପରେ ନୟାଗଡ଼ ଜିଲ୍ଲାରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖାଯାଇଛି । ଗୋଟିଏ ଦିନରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲାରୁ ସର୍ବାଧିକ ୩୧ ଆକ୍ରାନ୍ତ ରହିଥିବା ବେଳେ ନୂଆଗାଁ ୧୦, ରଣପୁର ୩,
Read More...

ମଦ ଦୋକାନ ଖୋଲିବା ସପକ୍ଷରେ ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ

ନବରଙ୍ଗପୁର: ଗୁରୁବାର ରାଇଘର ବ୍ଲକ ଗାଞ୍ଜପାରା ଅଞ୍ଚଳର ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଗ୍ରାମବାସୀମାନେ ସେମାନଙ୍କ ଅଞ୍ଚଳରେ ପ୍ରସ୍ତାବିତ
Read More...

ଟ୍ରାନ୍ସଫର୍ମର ପୋଡ଼ି, ମାସେ ହେଲା ଅନ୍ଧାରରେ ଗ୍ରାମବାସୀ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବିଶିଶାଇ ଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଫଳରେ
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ସୁବର୍ଣ୍ଣପୁର,୮/୯- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ' ପାଳିତ ହୋଇଯାଇଛି ।
Read More...

ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ ସମ୍ପନ୍ନ

ସମ୍ବଲପୁର:ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଯାହାଙ୍କର ଜନ୍ମଭୂମି ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଯାହାଙ୍କର କର୍ମଭୂମି ସେ ହେଉଛନ୍ତି ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବାହକ । ସେହି ମହାନ ବରପୁତ୍ରଙ୍କୁ ଯଥୋଚିତ
Read More...

ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ

ସୁବର୍ଣ୍ଣପୁର,୮/୯- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ
Read More...

ସୁନା ଇଟା ଦେଖାଇ ଲୁଟ ଘଟଣାରେ ଚାରି ଗିରଫ

ନବରଙ୍ଗପୁର: ସୁନା ଇଟା କାରବାର ନେଇ ନବରଙ୍ଗପୁର ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନକଲି ଇଟା ଦେଖେଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଗୋଟିଏ ଖଣ୍ଡା,
Read More...

ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତି ତରଫରୁ ଅସହାୟ ମହିଳାଙ୍କ ଶବ ସତ୍କାର

ବୌଦ୍ଧ : ବୌଦ୍ଧ ଏନଏସିର ୯ ନମ୍ୱର ୱାର୍ଡରେ ରହୁଥିବା ସୁରୁବୁଢି ବେହେରା(୫୦ ବର୍ଷ) ନାମକ ଜଣେ ମହିଳା ଆଜି କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ବୌଦ୍ଧ ଥାନା ତରଫରୁ ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତିକୁ ଜଣାଇବା
Read More...