ଏହି ଚାରି ସମସ୍ୟା ବିଶ୍ୱକପ ପୂର୍ବରୁ ରୋହିତଙ୍କୁ କରିବାକୁ ପଡିବ ସମାଧାନ, ନ ହେଲେ ହାତଛଡା ହୋଇପାରେ ଟ୍ରଫି

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, କିନ୍ତୁ ଟିମ୍‌ ଇଣ୍ଡିଆର ସମସ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ବିଶ୍ୱକପ ପାଇଁ ବିସିସିଆଇ ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଛି, କିନ୍ତୁ ଭାରତ ଏକାଦଶ ଚୟନ ନେଇ ଏବେ ମଧ୍ୟ ଚିନ୍ତାରେ ରହିଛି ।
Read More...

ଗରିବ ଅସହାୟକଙ୍କ କାହାଣୀ କହିଲା ନାଟକ ‘ଭୋକ’

ପାରଳାଖେମୁଣ୍ଡି,୨୨/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ୍‌ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟକ ଭୋକ ମଞ୍ଚସ୍ଥ ହୋଇଯାଇଛି । କାହାଣୀଟି ଏପରି, ରିକ୍ସା ଆଉ ଚାଲୁନି କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହୋଇପଡୁଚି । ଭୋକ ବିକଳରେ ଅପରାଧ କରି
Read More...

ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା ଜବତ: ଦୁଇ ଅଟକ

କଟକ: କଟକରୁ ଜବତ ହୋଇଛି ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଟାଙ୍ଗି ଟୋଲ ଗେଟରୁ ଏହା ଜବତ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି ଜିଏସଟି ଏବଂ ଅବକାରୀ
Read More...

ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ ବ‌ୋଲି ଆଜି କଂଗ୍ରେସ ପାର୍ଟି ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହି ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ସମୟ
Read More...

ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ

ସୁବର୍ଣ୍ଣପୁର : ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗ ଦ୍ୱାରା ତତ୍ତ୍ୱାବଧାରକ ମନୋଜ କୁମାର ସାହୁଙ୍କ ଖମ୍ବେଶ୍ୱରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉରେ ସମ୍ପୃକ୍ତ
Read More...

କାଳୀ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର : ସହରର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା ମା କାଳୀଙ୍କ ନୂତନ ମନ୍ଦିରରୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ପରିସରରେ ଥିବା ଲୁହା ଆଲମାରୀ ଓ ଦାନ ବାକ୍ସ ଭାଙ୍ଗି ୪ହଜାର ଟଙ୍କା, ଧାରୁଆ ଅସ୍ତ୍ର, କିଛି ଶାଢୀ ଲୁଗା, ଘଣ୍ଟ, ଘଣ୍ଟି, ଓ ପୂଜା ସାମଗ୍ରୀ ଚୋରି କରି
Read More...

ରାଜ୍ୟସଭା ସାଂସଦ ବ୍ଲକ ପ୍ରତିନିଧି ହେଲେ ରୂପେଶ ଅଗ୍ରୱାଲ

ଖପ୍ରାଖୋଲ,୨୨/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରତିନିଧି ଭାବେ ରୁପେଶ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ବ୍ଲକ କାର୍ଯ୍ୟାଳୟକୁ ନୂତନ ଭାବେ ମନୋନୀତ ରାଜ୍ୟସଭା ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ
Read More...

ସ୍ୱଚ୍ଛତା ରଥର ଜିଲ୍ଲା ପରିକ୍ରମା

ପୁରୀ : ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ହିଁ ସେବା । ଏହାକୁ ବ୍ୟକ୍ତିଗତ,ଗୋଷ୍ଠୀ ଗତ ଓ ସାମୂହିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର ୨ ଗୋଟି ସ୍ୱଚ୍ଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ
Read More...

ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ : ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଗୋଷାଣୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀମାନେ । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଥିବା
Read More...

୧ରୁ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା : ଯୋଗ ଦେବେ ୩୦୦ ପ୍ରତିଯୋଗିତା

ଖପ୍ରାଖୋଲ : ଓଡିଶା ଆରଚେରୀ ସଂଘ ପକ୍ଷରୁ ୨୩ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଖପ୍ରାଖୋଲଠାରେ ଅନୁଷ୍ଠିତ ହେବ । ଅକ୍ଟୋବର ୧ ରୁ ୪ ପର୍ଯ୍ୟନ୍ତ ଚାରିଦିନ ଧରି ଖପ୍ରାଖୋଲ ନୋଡାଲ ହାଇସ୍କୁଲ ନୂତନ ଖେଳ ପଡିଆରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଖପ୍ରାଖୋଲ ପରି ଅନୁନ୍ନତ ଅଞ୍ଚଳରେ
Read More...