ଜଳିଗଲା ୧୦ ଚକିଆ ଟ୍ରକ
କରଞ୍ଜିଆ : ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ । ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ବୁଧବାର!-->!-->!-->…
Read More...
Read More...