ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା :
ପ୍ରିୟଙ୍କ ପଞ୍ଚଲଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ : ସେପ୍ଟେମ୍ବର-ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ-ଏ ଦଳ ବିପକ୍ଷରେ ଆଠ ମାସ ମଧ୍ୟରେ ଭାରତ-ଏ ଦଳ ପ୍ରଥମ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳିବ ଏବଂ ଏଥିପାଇଁ ବୁଧବାର ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି । ଆସନ୍ତା ମାସରୁ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଚାରି ଦିନିଆ ମ୍ୟାଚ୍‌ ପାଇଁ ଅଲ ଇଣ୍ଡିଆ
Read More...

ଉଲୁଣ୍ଡା ଥାନାରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୫୦୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଦେଶ ରେ ମୋ ସରକାର ତରଫରୁ ଏକ ବିଶାଳ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ
Read More...

ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ର ୩ଟି ମ୍ୟାଚ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ । ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ସଂପାଦକ ସଂଜୟ ବେହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ
Read More...

କାର-ବାଇକ୍‌ ମୁହାମୁହିଁ ଧକ୍କା, ୨ ଆହତ

ଦଶପଲ୍ଲା : ଆଜି ସଂଧ୍ୟା ୮ ଘଟିକା ସମୟରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୁଗୁଡା କନ୍ୟାଶ୍ରମ ସମ୍ମୁଖରେ ଏକ କାର୍‌ ନଂ OD 02 BD 5437 ସହିତ ଏକ ହିରୋ ବାଇକ୍‌ ନଂOR 02 BS 2933 ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକମାନେ
Read More...

ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ଆମିଅସକ୍ୟୁରୀଙ୍କୁ ହାଇକୋର୍ଟଙ୍କ…

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ । ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ଆମିଅସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ଏହାର ପରବର୍ତ୍ତୀ ଶୁଣାଣି ରଖାଯାଇଛି ଆସନ୍ତା ଅକ୍ଟୋବର ୧୦ ତାରିଖକୁ ।
Read More...

ବୌଦ୍ଧଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦଙ୍କ ସମୀକ୍ଷା

ବୌଦ୍ଧ,୨୪ା୮ : ବୌଦ୍ଧ ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଡଃ. ସାମନ୍ତ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିଥିବାରୁ ଜିଲ୍ଲାର ଅଧିକାରୀମାନଙ୍କୁ ପ୍ରଶଂସା
Read More...

ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍‌

ପୁରୀ : ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍‌ । ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ସହ କରାଯିବ ବିକାଶମୂଳକ କାର୍ଯ୍ୟ । ବେଳାଭୂମି ସଂଘର ସଦସ୍ୟଙ୍କ ସହ ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ
Read More...

କନ୍ଧମାଳ ସାଂସଦଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଓ ଜିଲ୍ଲାର ବିକାଶ ନେଇ ଆଲୋଚନା

ଫୁଲବାଣୀ:-କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବର୍ଷା ଓ ବନ୍ୟା ପରିସ୍ଥିତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଜିଲ୍ଲା ପ୍ରସାସନ ସହ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ:ଆନ୍ଦୋଳନ ପାଇଁ ସଜବାଜ

ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଅଞ୍ଚଳବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରେଳ ଲାଇନ୍‌ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ରେଳ ଲାଇନ୍‌ ସଂପୂର୍ଣ୍ଣ ନିର୍ମାଣ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ଖୋର୍ଦ୍ଧା-ବଲାଙ୍ଗିର ରେଳ
Read More...

ଆସ୍ଥାଭୋଟରେ ଜିତିଲେ ନୀତିଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ବିହାର ବିଧାନସଭାରେ ଫ୍ଲୋରଟେଷ୍ଟ୍‌ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେବା ସହ ‘ଫ୍ଲୋର ଟେଷ୍ଟ୍‌’କୁ ବର୍ଜନ କରିଥିଲା ବିଜେପି । ସଂଖ୍ୟାଗରିଷ୍ଠତା ସତ୍ତେ୍ୱ
Read More...