ଦୁର୍ଘଟଣାରେ ଜଣେ ମୃତ, ଦମ୍ପତି ଗୁରୁତର
ପୁରୀ : କୋଣାର୍କ ବେଳାଭୂମି ରାସ୍ତାର ଲିଆଖିଆ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ଥିବା ସ୍ଵାମୀ ,ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ। ଗୁରୁତର ସ୍ଵାମୀ ସ୍ତ୍ରୀ!-->…
Read More...
Read More...