କିଆକଟା ପଞ୍ଚାୟତବାସୀଙ୍କ ସମସ୍ୟା ଶୁଣିଲେ ନଳିନୀ ପ୍ରଧାନ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ
କିଆକଟା : ଗତ ଲଘୁଚାପ ବର୍ଷାରେ ମହାନଦୀରେ ବନ୍ୟା ଯୋଗୁଁ ଆଠମଲ୍ଲିକ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ସେଥି ମଧ୍ୟରୁ ତିନୋଟି ପଞ୍ଚାୟତ ଯଥା-ଅଏଡା, ଲୁହାସିଙ୍ଗା, ଜାମୁଡୋଲି ଅଧିକ କ୍ଷତିଗ୍ରସ୍ତ ହେବା ସହ ୨୬ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲେ । ଏହି ସବୁ!-->…
Read More...
Read More...