ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି
Read More...

ପାଣି ଘେରରେ ସାରସ୍ୱତ ସାଧକ ସୁଦାମ ନାଏକଙ୍କ ଘର, କଲ୍ୟାଣ ମଣ୍ଡପରେ ଆଶ୍ରା ନେଇଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ

ସୁବର୍ଣ୍ଣପୁର : ବିଶିଷ୍ଟ ଐତିହାସିକ, ସାହିତ୍ୟିକ ତଥା ସଂସ୍କୃତି ଗବେଷକ ସୁଦାମ ନାଏକଙ୍କ ଘରେ ଏବେ ବି ବନ୍ୟା ପାଣି ଢେଉ ଖେଳୁଛି । ଖଟ, ଖଟିଆ, ଆସବାବ ପତ୍ର ଆଦି ପାଣିରେ ଭାସୁଛି । ଏପଟେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଆଶ୍ରା ଯୋଗାଉଛି ନିକଟସ୍ଥ କଲ୍ୟାଣ ମଣ୍ଡପ । ୮୫ ବର୍ଷୀୟ ବୁଢା ବାପା,
Read More...

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ତିନୋଟି ବ୍ଲକ ବାଲିଗୁଡା,ଦାରିଙ୍ଗବାଡି ଓ କ. ନୂଆଗାଁର ବିଭିନ୍ନ ଗ୍ରାମପଞ୍ଚାୟତରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ରଥ ପରିକ୍ରମା
Read More...

ଶ୍ରୀରାମପୁର ଟୋଲ ପ୍ଲାଜାରେ ସ୍ୱାଧୀନତା ଦିବସ ପାଳିତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଡୁବୁରି-ପାରାଦୀପ ରାଷ୍ଟ୍ରୀୟ ରାଜପଥ ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁର ଟୋଲ ପ୍ଲାଜା ପରିସରରେ ୭୬ତମ ସ୍ୱାଧୀନତାର ଅମୃତ ମହୋସ୍ରବ ପାଳିତ ହୋଇଯାଇଛି । ଟୋଲ ପ୍ଲାଜା କମ୍ପାନୀର ପରିଚାଳକ ସଭ୍ୟ ତଥା ସ୍ଥାନୀୟ ଯୁବ ସମାଜସେବୀ ଅଫରୋଜ୍‌ ହୁସେନ (ଟୁକୁ) ଟୋଲ ପ୍ଲାଜା
Read More...

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶିଟି ଜିଲ୍ଲାର ୧୫୦ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ଝିଙ୍କେରପାଲି ଐତିହ୍ୟ ପୀଠରେ ପାଳିତ ହେଲା ସ୍ୱାଧୀନତାର ଅମୃତ ମହୋତ୍ସବ

କଣ୍ଟାମାଳ,୧୭/୮- ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ କାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
Read More...

ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି,୧୬/୮: ନନ୍ଦାହାଣ୍ଡି ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଳାପାଳଙ୍କ ଦ୍ୱାରା ବ୍ଳକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିି ଜନଶୁଣାଣିରେ ମୋଟ ୪୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ୩୫ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରିଥିଲେ
Read More...

କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ପ୍ରତାରଣା ବିରୋଧରେ ଓଡିଶା ସରକାର ବିରୋଧରେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର,୧୬ / ୮- ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗୀର
Read More...

ଅମୃତ କଳସ ସୁନା ଦୋକାନ ଡକାୟତି ଘଟଣାରେ ୪ ଜଣଙ୍କୁ ଗିରଫକଲା ପାଟଣାଗଡ ପୋଲିସ

ପାଟଣାଗଡ,୧୬ /୮- ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନକୁ ଗନ ପଏଣ୍ଟ ରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ସ୍ପଷ୍ଟ
Read More...

ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ବାଲିଗୁଡା,୧୬/୮: ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ ଟି ବ୍ୟକ୍ତିଗତ ଓ ଦୁଇଟି ଗୋଷ୍ଠୀ ଅଭିଯୋଗର ଶୁଣାଣୀ କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ । ଚାରିଦିନର ଲଗାଣ
Read More...