ପେଗାସସ ତଦନ୍ତରେ ସହଯୋଗ କରୁନି କେନ୍ଦ୍ର

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ ଉପରେ ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ପେଗାସସ ମାମଲାର ଯାଞ୍ଚ କାର୍ଯ୍ୟରେ କେନ୍ଦ୍ର ସରକାର ଆଦୌ ସହଯୋଗ କରୁ ନାହାନ୍ତି ବୋଲି ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।
Read More...

ଅହିଂସା ରଥକୁ ବୌଦ୍ଧ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

ବୌଦ୍ଧ,୨୫ା୮ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା
Read More...

ଖଡ଼ଗନଦୀରେ ଭାସିଯାଇଥିବା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବାଲିଗୁଡ଼ା: ତିନିଦିନ ପରେ ମିଳିଲା ନଦୀରେ ଭାସିଯାଇଥିବା ବ୍ୟକ୍ତିଙ୍କ ଗଳିତ ଶବ । ନଦୀରେ ଏକ ଶବ ଭାସୁଥିବା ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ଲାଇନପାଲି ନିକଟରୁ ବାଲିଗୁଡ଼ା ପୋଲିସ୍‌ ଓ ଅଗ୍ନୀଶମ ବିଭାଗ ଉଦ୍ଧାର କରିଛି ଶବ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାନ୍ଦାପାଙ୍ଗା ନିକଟସ୍ଥ
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଜଣେ ସହକାରୀ ଶିକ୍ଷକରେ ଚାଲିଛି ଝିମାପଡିକିଆ ପ୍ରାଥମିକ ବିଦ୍ୟାଳୟ

ଘୁ ଉଦୟଗିରି:ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଯାହା ବାହାରକୁ ଦେଖା ଯାଉଛି ପ୍ରକୃତ ତାହା ନୁହେଁ । ସେ ପ୍ରାଥମିକ ଶିକ୍ଷା ହେଉ କି ଉଚ୍ଚ ଶିକ୍ଷା । ବାହାରେ ଚକାଚକ ଭିତର ଫମ୍ପା । ହାତୀର ଦାନ୍ତ ଯେଭଳି ଦେଖିବାକୁ ଏବଂ ଖାଇବା ଭିନ୍ନ ଭିନ୍ନ ସେଇଭଳି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ
Read More...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋକୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରଦୀପ କୁମାର
Read More...

କିଟ୍‌ ପକ୍ଷରୁ କନ୍ଧମାଳରେ ଜନଜାତି କିଶୋରୀ କଲ୍ୟାଣ କାର୍ଯ୍ୟକ୍ରମ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ବାଳିକାଙ୍କ କଲ୍ୟାଣ ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ
Read More...

ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ

ପୁରୀ : ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଇ ମୁହାଣ ମଧ୍ୟରେ ପଡି ରହିଛି ଏହି କଙ୍କାଳ । ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି କଙ୍କାଳ କାହାର ସେନେଇ ସ୍ପଷ୍ଟ ହୋଇନାହିଁ ।
Read More...

ଡିଭାଇଡରକୁ ଧକ୍କା ଦେଲା ବାଇକ୍‌,୨ ମୃତ

ରହ୍ମପୁର :ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଏନଏଚ୍‌-୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ହୋଇଥିବା ସୂଚନା ମିଳିଛି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ସକାଳ ୮ଟା ସମୟରେ ହିଞ୍ଜିଳିକାଟୁ ଥାନା
Read More...

ଦଶପଲ୍ଲା ମାଟିର ଗର୍ବ ଝିଲ୍ଲୀ ଦଳବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଦଶପଲ୍ଲା : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର - ୨୦୨୧ର ଚୂଡ଼ାନ୍ତ ତାଲିକା ଘୋଷିତ ହୋଇଛି । ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡଙ୍ଗୀ
Read More...