ଝିଙ୍କରପାଲି ଐତିହ୍ୟ ପୀଠ ତରଫରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଝିଙ୍କରପାଲି ଐତିହ୍ୟ ପୀଠ କମିଟି ତରଫରୁ ଗୁରୁବାର ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ମୁଖ୍ୟ ସଦାଶିବ ପାଢୀଙ୍କ ତତ୍ତ୍ୱାବଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ
Read More...

କଂଗ୍ରେସ ଛାଡ଼ିଲେ ଗୁଲାମନବୀ

ନୂଆଦିଲ୍ଲୀ: କଂଗ୍ରେସ ରାଜନୀତିରେ ଏବେ କିଛି ଭଲ ଚାଲୁନାହିଁ । ସେ ରାଜ୍ୟ କଂଗ୍ରେସ ହେଉଛି କି ଜାତୀୟ କଂଗ୍ରେସ । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତା ଗୁଲାମନବୀ
Read More...

୧୯ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ତିନି ଦିବସିୟ ଉଣେଇସି ବର୍ଷରୁ କମ କ୍ରିକେଟ ଦଳର ଚୟନ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ
Read More...

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

ଗଞ୍ଜାମ/ବ୍ରହ୍ମପୁର :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ "ପକ୍ଷରୁ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଭ୍ରମରବର ପରମାଣିକ ଏବଂ ବର୍ଷୀୟାନ ନାଟ୍ୟ ଗୁରୁ ଉଦୟନାଥ ମହାରଣାଙ୍କ ଶତାୟୁ ମାତା ଶ୍ରୀମତୀ କାଞ୍ଚନ ଦେବୀଙ୍କ ବିୟୋଗରେ ବ୍ରହ୍ମପୁର ଉପକଣ୍ଠ
Read More...

ଅନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦୁବଗଡ଼ କ୍ଲଷ୍ଟର ତାଲିମ ଗୃହରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ବ୍ଲକ
Read More...

‘ଲମ୍ପି ସ୍କିନ’ ସଂକ୍ରମଣରେ ଗଲାଣି ୩୦ ହଜାର ଗୋରୁଙ୍କ ଜୀବନ

ନୂଆଦିଲ୍ଲୀ : ଏବେ ଦେଶରେ ବ୍ୟାପିବାରେ ଲାଗିଛି ‘ଲମ୍ପି ସ୍କିନ’ ସଂକ୍ରମଣ । ‘ଲମ୍ପି ସ୍କିନ’ ଭୂତାଣୁ କେବଳ ଗୋରୁଗାଈଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଏବେ ରାଜସ୍ଥାନର ୩୩ ଟି ଜିଲ୍ଲା ମଧ୍ୟରୁ ୩୦ ଟି ଜିଲ୍ଲାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ସଂକ୍ରମଣ ଫଳରେ ରାଜସ୍ଥାନରେ ୩୦
Read More...

ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ଷମ ହେବ ବିକ୍ରାନ୍ତ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ସର୍ବବୃହତ୍‌ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ ଆସନ୍ତା ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ଷମ ହେବ । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୌସେନା ମୁଖ୍ୟ ଆଡମିରାଲ
Read More...

ଆଇଏଏସ ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ :
ଅବହେଳିତଙ୍କ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ବହୁ ବଞ୍ଚିତ ଓ ଅବହେଳିତ ଲୋକ ଅଛନ୍ତି । ସେମାନେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେଣୁ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଦୂର କର । ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣ । ନିଜକୁ ସେମାନଙ୍କ ପାଇଁ ଉତ୍ସର୍ଗ କର ।
Read More...

୨୧ କିଲୋରୁ ଉର୍ଦ୍ଧ୍ୱ ବେଆଇନ୍‌ ଗଞ୍ଜେଇ ଜବତ, ପଲସର ମୋଟରସାଇକେଲ ସହ ଦୁଇ ଚାଲାଣକାରୀ ଗିରଫ

ବାଲିଗୁଡ଼ା: ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସ୍‌ ପକ୍ଷରୁ ଚଢ଼ାଉ । ୨୧କେଜି ୧୫୦ଗ୍ରାମ୍‌ ବେଆଇନ୍‌ ଗଞ୍ଜେଇ ସହ ଏକ ପଲସର ମୋଟରସାଇକେଲ ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ସୂଚନା ପ୍ରକାରେ
Read More...

ଏକାବେଳକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

ରୋମ: ଜଣେ ବ୍ୟକ୍ତି ଏକାବେଳକେ ମଙ୍କିପକ୍ସ,କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି । ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି । ମେଡିକାଲ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଚି । ବ୍ୟକ୍ତି ଜଣଙ୍କ ନିକଟରେ
Read More...