ସ୍ୱୟତ୍ତ ଶାସନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦଶପଲ୍ଲା : ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ନୟାଗଡ଼ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ସଙ୍ଗୀତ, ବକୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ଦିଲ୍ଲୀ ଆପ୍‌ ବୈଠକ ନେଇ ଆସିଲା ବଡ ଖବର: ଏତିକି ବିଧାୟକ ଯୋଗ ଦେଲେ, ସରକାର ପ୍ରତି ବିପଦ ନାହିଁ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଡକାଯାଇଥିବା ବିଧାୟକଙ୍କ ବୈଠକରୁ ଏହା ସ୍ପଷ୍ଟ ହୋଇଛି ଯେ ଦଳର ସମସ୍ତ ବିଧାୟକ ଏକଜୁଟ ହୋଇଛନ୍ତି ଏବଂ ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ । ୫୩ ଜଣ ବିଧାୟକ କେଜ୍ରିୱାଲଙ୍କ ସଭାରେ
Read More...

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ବର: ପୁଣି ରାଜଧାନୀରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ଦ ଘରୁ ମିଳିଛି ମହିଳାଙ୍କ ସନ୍ଦେହଜନକ ମୃତଦେହ। ମହିଳାଜଣକ ବେକରେ ଦଉଡ଼ି ଲଗାଇ ଝୁଲି ଯାଇଥିବାର ସୂଚନା ରହିଛି।ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ତାଙ୍କର ବୟସ ୩୩ ବର୍ଷ। ରାତିରେ ସାମ୍ନା ଘରେ ଭୋଜି
Read More...

ଜଳିଗଲା ୧୦ ଚକିଆ ଟ୍ରକ

କରଞ୍ଜିଆ : ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ । ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ବୁଧବାର
Read More...

ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କ ଶିକ୍ଷାଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଗଜପତି ଜିଲ୍ଲାର ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି ଓଡ଼ିଆ ବ୍ୟାକରଣ ସମ୍ବନ୍ଧରେ ଶିକ୍ଷାଦାନ
Read More...

ବେଆଇନ ଭାବେ ଗାଁ ସାଥୀ ଛଟେଇକୁ ବିରୋଧ, ବିଡ଼ିଓଙ୍କୁ ଦାବିପତ୍ର

ଖପ୍ରାଖୋଲ: ସ୍ଥାନୀୟ ବ୍ଲକ ସଭା ଗୃହଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସାଥିଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ଏହି ଅବସରରେ ପଡ଼ିଆବହାଲ ପଞ୍ଚାୟତ କନଗାଁର ଗାଁ ସାଥି କରମ ସିଂ ଛତର
Read More...

ଖପ୍ରାଖୋଲରୁ ବାହାରିଲା କୃଷକ ସଚେତନତା ରଥ

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥର ଶୁଭାରମ୍ଭ ବୁଧବାର ହୋଇଯାଇଛି । ଏହିକର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ ଯୋଗଦେଇ ପୂଜା ପରେ ନଡ଼ିଆ ଭାଙ୍ଗି , ସବୁଜ ପତାକା ଦେଖେଇ
Read More...

ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

ନବରଙ୍ଗପୁର: ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ରୟାଘର ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ
Read More...

ପଲିଥିନର ଛାତ ତଳେ ଚାଲିଛି ଶିକ୍ଷାଦାନ; ବିଡିଓଙ୍କୁ ଜଣାଇଲେ ସ୍କୁଲ ପରିଚାଳନା କମିଟି ସଦସ୍ୟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୧୮ମସିହା ଜାନୁଆରୀ ୧ ତାରିଖରୁ ସ୍ଥାପିତ ହୋଇଅଛି । ଏହି ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ କରିବାରେ ତଥା ଅନେକେ ଯୋଗ୍ୟ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ
Read More...

ନୃସିଂହନାଥ ମଠରେ ଭାଗବତ ପାରାୟଣ ଉଦଯାପିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି ।ଏହି ଶ୍ରୀମଦ୍‌ ଭାଗବତ ପାରାୟଣ ଦୀର୍ଘ ୧୧ ମାସ ଧରି ଶ୍ରୀ ମହନ୍ତ ମୋଦନ ଗୋପାଳ ମହାରାଜାଙ୍କର
Read More...