୬ ମହଲା କୋଠା ଉପରୁ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ କ୍ରିଷ୍ଣା ସି ସାଇଟରେ ଅଘଟଣ । ହୋଟେଲର ୬ ମହଲା କୋଠା ଉପରୁ ତଳକୁ ଖସି ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ ।ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ ସହିତ
Read More...

ଖଜୁରୀପଡା ପୋଲିସକୁ ବଡ ସଫଳତା, ଧରାପଡିଲେ ବାଇକ୍‌ ଲୁଟେରା

ଦଶପଲ୍ଲା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ କିଛି ଦିନ ପୂର୍ବେ ହୋଇଥିବା ବାଇକ ଚୋରି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାଇକ୍‌ ଚୋରି ନେଇ ଅଭିଯୋଗ ମିଳିବା ପରେ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀମତୀ ଗେହ୍ଲି ସାହୁ ମାମଲା ରୁଜୁ କରି ନିଜେ
Read More...

ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟକା, ଆଉଜଣେ ଦ୍ରୁତ ବୋଲର ଆହତ

ନୂଆଦିଲ୍ଲୀ : ୨୭ ଅଗଷ୍ଟରୁ ଏସିଆ କପ୍‌ ଆରମ୍ଭ ହେବ । ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଦଳର ଅସୁବିଧା ବଢୁଥିବା ଜଣାପଡିଛି । ଆଉ ଜଣେ ପାକିସ୍ତାନୀ ଦ୍ରୁତ ବୋଲର ଆହତ ହୋଇଛନ୍ତି । ଏପରିକି ତାଙ୍କୁ ଡାକ୍ତରଖାନା ନେବାକୁ
Read More...

ଜେଜେବାପାକୁ ମାରିଲା ନାତି

ରାଉରକେଲା : ପାରିବାରିକ କଳହର କରୁଣ ପରିଣତି । ସଂପର୍କରେ ଲାଗିଛି ରକ୍ତର ଛିଟା । ଜେଜେବାପାକୁ ମାରିଦେଲା ନାତି । ସୁନ୍ଦରଗଡ଼ କୋଇଡା ଥାନା କେରକେଟା ସାହିରେ ଘଟିଛି ଏମିତି ଘଟଣା । ଜେଜେ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି ନାତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ ହେଲା କ୍ରୀଡା ସପ୍ତାହ :ପାୱାର ଲିଫଟିଙ୍ଗ ଇଭେଣ୍ଟରୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା. ୨୫ ରୁ ତା ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି । ଆଜି ଅପରାହ୍ନରେ କ୍ରୀଡା ସପ୍ତାହର ଶୁଭାରମ୍ଭ ପାୱାର ଲିଫଟିଙ୍ଗ ଇଭେଣ୍ଟରୁ
Read More...

ସାମ୍ନାକୁ ଆସିଲା ବାର୍ତ୍ତାଳାପ, ଜାଣନ୍ତୁ କୋହଲିଙ୍କୁ କ’ଣ କହିଲେ ଶାହିନ ଆଫ୍ରିଦି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିରାଟ କୋହଲି ଶାହିନ୍‌ ଆଫ୍ରିଦିଙ୍କୁ ଭେଟିବାର ଭିଡିଓ ଏବଂ ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହୋଇଥିଲା ଆପଣ ଜାଣନଥିବେ । କାରଣ ପାକିସ୍ତାନ କ୍ରିକେଟ୍‌ ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରେ ପୂର୍ବରୁ ସେୟାର
Read More...

୨୭ରେ ୪ ଜିଲାରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡର କୁତ୍ରାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଫିରିଙ୍ଗିଆ ୧୧୬.୮ମିମି, ବରମୂଳ ୮୫.୧ ମିମି,
Read More...

ରାହୁଲ ଉପସଭାପତି ହେବା ପରେ ସବୁ ନଷ୍ଟ କରିଦେଲେ : ଗୁଲାମ ନବୀ

ନୂଆଦିଲ୍ଲୀ: କଂଗ୍ରେସକୁ ଝଟ୍‌କା । ହାତ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଆଜି ଗୁଲାମ ନବୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୪ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏହାପୂର୍ବରୁ
Read More...

ଝିଙ୍କରପାଲି ଐତିହ୍ୟ ପୀଠ ତରଫରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଝିଙ୍କରପାଲି ଐତିହ୍ୟ ପୀଠ କମିଟି ତରଫରୁ ଗୁରୁବାର ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ମୁଖ୍ୟ ସଦାଶିବ ପାଢୀଙ୍କ ତତ୍ତ୍ୱାବଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ
Read More...

କଂଗ୍ରେସ ଛାଡ଼ିଲେ ଗୁଲାମନବୀ

ନୂଆଦିଲ୍ଲୀ: କଂଗ୍ରେସ ରାଜନୀତିରେ ଏବେ କିଛି ଭଲ ଚାଲୁନାହିଁ । ସେ ରାଜ୍ୟ କଂଗ୍ରେସ ହେଉଛି କି ଜାତୀୟ କଂଗ୍ରେସ । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତା ଗୁଲାମନବୀ
Read More...