ଦୁର୍ଘଟଣାରେ ଆହତ ଯୁବକ ଏବେ ଶଯ୍ୟାଶାୟୀ, ସରକାରୀ ସହାୟତା ଯୋଗାଇବାକୁ ଦାବି
ପାଟଣାଗଡ଼ : ପାଟଣାଗଡ ବ୍ଳକ ପଣ୍ଡା ମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ୱାସ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ ତିନି ମାସରୁ ଉର୍ଦ୍ଧ୍ୱ ହେବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ!-->…
Read More...
Read More...