ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ପାଳିତ

ବୌଦ୍ଧ,୧୨/୮- ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷା ବନ୍ଧନ ପର୍ବ ପରିପ୍ରେକ୍ଷୀରେ ବିଶ୍ୱ ଭାତୃତ୍ୱ ଭାବ ଜାଗରଣ ଓ ନିଜ ଓ ପରକୁ ଦୁଃଖ ଦେବା ଭଳି ଅବଗୁଣକୁ ତ୍ୟାଗ କରି ସତ୍ୟମ ଶିବମ ସୁନ୍ଦରମ ପରମାତ୍ମାଙ୍କ ସତଗୁଣରେ ନିଜ ଆତ୍ମାକୁ ସଜାଇବାର
Read More...

ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର:ଶ୍ରାବଣ ପୂର୍ଣ୍ଣିମା ଅବସରରେ ଜିଲ୍ଲା ସଂସ୍କୃତି ଭବନଠାରେ ମହାନଦୀ ସାହିତ୍ୟ ସଂସଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କରି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ସଂସ୍କୃତି ଗବେଷକ ମେହେର ସାହିତ୍ୟର ପ୍ରଗଳ୍ଭ ବକ୍ତା ଡାକ୍ତର
Read More...

ଆନ୍ତର୍ଜାତୀୟ ଯୁବ ଦିବସରେ ବୌଦ୍ଧର ତୋଫାନ ପରିଡା ସମ୍ବର୍ଦ୍ଧିତ

ବୌଦ୍ଧ,୧୨/୮- ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ନୂତନ ମହାରାଷ୍ଟ୍ର ସଦନ, ନୂଆଦିଲ୍ଲୀ ଠାରେ ଜାତୀୟ ଯୁବ ସଂଗଠନ ତରଫରୁ ଆୟୋଜିତ ସଭାର ମୁଖ୍ୟଅତିଥି ମାନ୍ୟବର କ୍ୟାବିନେଟମନ୍ତ୍ରୀ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଶ୍ରୀ ଅନୁରାଗ ଠାକୁର, ପୂର୍ବତନ ରାଜ୍ୟପାଳ ଆଲୋକ
Read More...

ବାଲିଗୁଡ଼ାରେ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ହର୍‌ ଘର୍‌ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଚାରିଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଦଶପଲ୍ଲା : ସପ୍ତାହେ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦର୍ଦ୍ଦଶା ବୃଦ୍ଧି ପାଇଛି । ଗାଁକୁ ଭଲ ରାସ୍ତା ଖଣ୍ଡେ
Read More...

ବାଇକ ସହ କାର ଦୁର୍ଘଟଣା, ୨ ଗୁରୁତର

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ(ଓଡି୧୨- ୮୪୪୬) ଦାଦା ଓ ପୁତୁରା ସଙ୍କରାଖୋଲ ଆସୁଥିଲେ, ଫୁଲବାଣୀ ପଟରୁ ଏକ ସୁଇଫ୍ଟ ଡିଜାର କାର କଳାହାଣ୍ଡି ଯାଉଥିବା ସମୟରେ ଧକ୍କା ଦେବା ଫଳରେ ଉଭୟେ ଛିଟିକି
Read More...

ନୂତନ ଅଧ୍ୟକ୍ଷ ଭାବେ ପ୍ରଭାତ ଶତପଥୀଙ୍କ ଦାୟିତ୍ୱ ଗ୍ରହଣ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଆଜି ପ୍ରଭାତ କୁମାର ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ ୩୦ ତାରିଖରେ
Read More...

୨ ବାଇକ ମୁହାଁମୁହିଁ ଧକ୍କା ; ୨ମୃତ,ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଖୁଣ୍ଟବନ୍ଧ ଛକ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ ଚାଳକ ମୃତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଖବର ଦେବାରୁ ତିନି ଜଣଙ୍କୁ ବୌଦ୍ଧ
Read More...

ହଜ୍‌ କମିଟି ଗଠନ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହଜ୍‌ କମିଟି ଗଠନ କାର୍ଯ୍ୟର ସ୍ଥିତି ନେଇ ଦୁଇ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଏସ୍‌ ନାଜିର ଏବଂ ଜେ.କେ ମହେଶ୍ୱରୀଙ୍କ ଏକ ବେଞ୍ଚ ମଧ୍ୟ କମିଟି ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି
Read More...

ସ୍ୱାଧୀନତା ଦିବସ ପୂର୍ବରୁ ଜବତ ହେଲା ୨ ହଜାର ଗୁଳି

ନୂଆଦିଲ୍ଲୀ: ଆସନ୍ତା ସ୍ୱାୀନତା ଦିବ ୧୫ ତାରିଖରେ ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ହମଲା ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ତଥା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସନ୍ଦୀଗ୍ଧ ସ୍ଥାନରେ ବ୍ୟାପକ ତଲାସୀ ଚାଲିଛି । ଏହି ତଲାସୀ ବେଳେ
Read More...