ବିଧାନସଭା ଶୀତ ଅଧିବେଶନ ପାଇଁ ଖୁବଶୀଘ୍ର ଜାରି ହେବ କାର୍ଯ୍ୟସୂଚୀ
ଭୁବନେଶ୍ୱର:ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ଆପାତତଃ ସ୍ଥିର ହୋଇଛି। ଅଧିବେଶନ କାଳରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଅତିରିକ୍ତ(ସପ୍ଲିମେଣ୍ଟାରୀ) ବଜେଟ ପ୍ରସ୍ତାବ ଆଗତ କରାଯିବା ସହିତ ଖର୍ଚ୍ଚଦାବି ଆଲୋଚନା ହେବ। ପ୍ରାୟ ମାସେ ଧରି ଶୀତ ଅଧିବେଶନ ଚାଲିବ!-->…
Read More...
Read More...