“ହୀରାଞ୍ଚଳ’ର ପ୍ରଭାବ : ରାସ୍ତାକଡରୁ ଶୁଖିଲା ଗଛକାଟି ସଫାକଲେ ବିଭାଗୀୟ କର୍ତ୍ତୃପକ୍ଷ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ମୁଖ୍ୟ ସଡ଼କ ନିକଟରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ଚିହ୍ନଟ କରି କାଟିବା ଆରମ୍ଭ ହୋଇଛି । ଗତ ୨୪ ତାରିଖରେ ରାସ୍ତା କଡ଼ ଶୁଖିଲା ଗଛ ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର ପ୍ରସାରିତ ହୋଇଥିଲା ।
Read More...

ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଚତୁର୍ଥ ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ : ଆଜି କମନୱେଲଥ ଗେମ୍ସ ୨୦୨୨ ର ଶେଷ ଦିନ । ୧୯ ଟି ସ୍ୱର୍ଣ୍ଣ, ୧୫ ଟି ରୌପ୍ୟ ଏବଂ ୨୨ ଟି ବ୍ରୋଞ୍ଜ ପଦକ ସହିତ ଭାରତ ମୋଟ ୫୬ ପଦକ ଜିତିଛି । ପଦକ ତାଲିକାରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ପରାସ୍ତ
Read More...

ଏସିଆ କପ୍‌ ପାଇଁ ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ ; ୧୦ ଖେଳାଳିଙ୍କ ସ୍ଥାନ ସୁରକ୍ଷିତ, ୫ ସ୍ଥାନ ପାଇଁ ୮ ଖେଳାଳିଙ୍କ…

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଟି -୨୦ ସିରିଜ୍‌ ୪-୧ ଜିତିବା ପରେ, ବିଶ୍ୱକପ୍‌ ୨୦୨୨ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ପରବର୍ତ୍ତୀ ଟାର୍ଗେଟ୍‌ ହେଉଛି ଏସିଆ କପ୍‌ । ୨୭ ଅଗଷ୍ଟରୁ ଆରମ୍ଭ ହେଉଥିବା ଏହି ଟୁର୍ନାମେଣ୍ଟରେ ଭାରତ ସମେତ ୬ ଟି ଦଳ ଅଂଶଗ୍ରହଣ କରିବେ । ଭାରତ ବ୍ୟତୀତ
Read More...

ଅଗ୍ନିପଥ ଯୋଜନା ସେନାବାହିନୀରେ ନିଯୁକ୍ତି ପାଇଁ କଳାହାଣ୍ଡି ଯୁବକଙ୍କ ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ

ଭବାନୀପାଟଣା: ସେନା ନିଯୁକ୍ତି କାର୍ଯ୍ୟାଳୟ,ଗୋପାଳପୁରଙ୍କ ପତ୍ର ପ୍ରାପ୍ତି ସୂଚନା ମତେ ଦକ୍ଷିଣ ଓଡିଶାର ୧୦ ଟି ଜିଲ୍ଲାର ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ସେନାରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । କଳାହାଣ୍ଡି ଜିଲ୍ଲାର ଆଶାୟୀ ଉପଯୁକ୍ତ ଯୁବକମାନେ
Read More...

ଛାତ୍ର ଆନ୍ଦୋଳନ ପରେ ଘୁଞ୍ଚିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ବିଦ୍ୟାର୍ଥୀ ମାନଙ୍କ କହିବା ଅନୁଯାୟୀ ତୃତୀୟ ସେମିଷ୍ଟର ପରୀକ୍ଷା ଗତ ମେ ମାସରେ ହୋଇଥିଲା ଏବଂ ପୂର୍ବ ସୂଚନା ଅନୁଯାୟୀ ଚତୁର୍ଥ ସେମିଷ୍ଟର ପରୀକ୍ଷା
Read More...

ଛାତ୍ରବତ୍ସଳ ପୂର୍ବତନ ଶିକ୍ଷକ ନଟବର ସାହୁଙ୍କ ପରଲୋକ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଏଜେଓ ହାଇସ୍କୁଲର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁଙ୍କ ନିଜ ବାସଭବନରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୫ ବର୍ଷ ହୋଇଥିଲା । ଶିକ୍ଷକ ନଟବର ସାହୁଙ୍କ ମୃତ୍ୟୁରେ ଜିଲ୍ଲା ପ୍ରେସ କ୍ଳବ ସଭାପତି ତଥା
Read More...

ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପିଅନ ଭରସା, ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଦଶପଲ୍ଲା : ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦଶବର୍ଷ ହେଲା ନାହାନ୍ତି ପ୍ରାଣୀ ଚିକିତ୍ସିକ । ଫଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଜଣେ ପିଅନଙ୍କ ଭରସାରେ ଚାଲିଛି । ବାରମ୍ବାର ଅଭଯୋଗ କରି ବିଫଳ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ନୟାଗଡ଼ ଜିଲ୍ଲା
Read More...

ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି, ଶ୍ରୀଲୋକନାଥଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ

ପୁରୀ : ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି । ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ
Read More...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ।
Read More...

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା, ଲୁଟ୍‌ ଘଟଣାରେ ନାବାଳକ ସମେତ ୫ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଏଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରାମାକାନ୍ତ ସାହୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।
Read More...