ରାଜ୍ୟଗୋଷ୍ଠୀ ଲନ୍ ବାଉଲ୍ସ :
ଫାଇନାଲରେ ପହଞ୍ଚି ଇତିହାସ ରଚିଲା ଭାରତ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ । ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି । ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା । ଆଜି!-->…
Read More...
Read More...