ଟାଉନ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୌଦ୍ଧ,୬/୯: ବୌଦ୍ଧସହରର ଗାନ୍ଧୀଛକରେ ଟାଉନ ଦୁର୍ଗାପୂଜା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଟାଉନ ଦୁର୍ଗା ପୂଜା କମିଟିର ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ନିବାସ ଚନ୍ଦ୍ର ଦାନୀ, ସଂପାଦକ ନଟବରଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ସବିର, କମିଟି ସଦସ୍ୟ ଶ୍ରୀଧର!-->…
Read More...
Read More...