ପ୍ରେସ କ୍ଲବ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଘୁ.ଉଦୟଗିରି: ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ଶିର୍କୀ ଘାଇ ନିକଟ ପାହାଡ଼ରେ ସ୍ଥାନୀୟ ପ୍ରେସ କ୍ଲବ୍ ଓ ବନ ବିଭାଗ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବନ!-->…
Read More...
Read More...