ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ରଙ୍ଗୋଲୀ ପ୍ରତିଯୋଗିତା

0 54

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀଛାତ୍ରମାନେ ବିଭିନ୍ନ ରଙ୍ଗୋଲୀ ଝୋଟି ଆଙ୍କିଥିବା ବେଳେ ପ୍ରଥମରୁ ଚତୁର୍ଥ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ରଙ୍ଗୋଳି ଝୋଟି ପ୍ରତିଯୋଗିତାରେ ଚତୁର୍ଥ ପଞ୍ଚମ ଶ୍ରେଣୀ କନିଷ୍ଠ ବର୍ଗ ଏବଂ ଷଷ୍ଠରୁ ଅଷ୍ଟମ ଛାତ୍ରୀମାନେ ବରିଷ୍ଠ ବର୍ଗ ଭାବରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସଂପାଦକ ଐଶ୍ୱର୍ଯ୍ୟ ଭୋଇ, ମନୋଜ ପ୍ରଧାନ, ବବିତା ଭୋଇ, ରାଜେଶ ଶତପଥୀ, କ୍ଷମା ନିଧି ସାହୁ, ନାରାୟଣ ତାଣ୍ଡି, ମୁରଲୀ ଧର ସାହୁ, ନିତ ପ୍ରଜ୍ଞା ପଟେଲ, ରୀନା ବରିହା, ଜନକ ଜେମା ନାଏକ, ଦିପ୍ତିଲତା ସାହୁ, ଚୁମକି ବାରିକ ପ୍ରମୁଖ ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =