ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଟିକାଦାନ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ପରିସରରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଏମ୍‌ ରାଇଟ ଓ ପ୍ଲାନ ଇଣ୍ଡିଆର ମିଳିତ ସହଯୋଗରେ ଟିକାଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ରେ ୧୩୮ ଜଣରୁ ଅଧିକ ଭିନ୍ନକ୍ଷମଙ୍କୁ ଟିକା
Read More...

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ

ହରଭଙ୍ଗା: ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ହରଭଙ୍ଗା ଅଂଚଳରେ ବାଦଲ ଫଟା ପ୍ରବଳ ଧାରରେ ବର୍ଷା ହେବା ଫଳରେ ସମଗ୍ର ଅଂଚଳ ଜଳମଗ୍ନ ହେବା ସହ ବୌଦ୍ଧ ପୂର୍ତ୍ତ ବିଭାଗର
Read More...

ତୃତୀୟ ଦିନିକିଆ ପୂର୍ବରୁ ଭାଇରାଲ ହେଲା ବିରାଟଙ୍କ ଡ୍ୟାନ୍ସ ଭିଡିଓ, ଦେଖନ୍ତୁ

ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଥଣ୍ଡା ମିଜାଜରେ ଥିବା ଦେଖିବାକୁ ମିଳିଥଇଲା ।
Read More...

ଗାଇନୋ କେୟାର ହସ୍ପିଟାଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସହାୟତାରେ ଚନ୍ଦ୍ରଶେଖରପୁର ସ୍ଥିତ ଆହାନା ଗାଇନୋ କେୟାର ହସ୍ପିଟାଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରକୁ ଭୁବନେଶ୍ଵର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ଵର ମେୟର ଶ୍ରୀମତୀ ସୁଲୋଚନା ଦାଶ, ଓଡ଼ିଶା ମୋ
Read More...

କୋହଲିଙ୍କ ଆଉ ଏକ ବଡ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ : ପାକିସ୍ତାନ ଅଧିନାୟକ ବାବର ଆଜମ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଦ୍ରୁତତମ ଏସୀୟ ଖେଳାଳି ହୋଇପାରିଛନ୍ତି । ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ
Read More...

ଫୁଲବାଣୀ ପିଲାସାଲୁଙ୍କି ନଦୀରେ ବନ୍ୟା,୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଫୁଲବାଣୀ: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଖବର ମିଳିଛି । ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ
Read More...

ଆସନ୍ତାକାଲି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ

ସମ୍ବଲପୁର: ମାସାଧିକ କାଳ ଜଳ ସଂକଟ ସ୍ଥିତିର ସାମ୍ନା କଲା ପରେ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଯଥେଷ୍ଟ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ଜଳସ୍ତରରେ ନିରନ୍ତର ବୃଦ୍ଧି ପରିଲକ୍ଷିତ ହେଉଛି । ଏହି ସଙ୍କ୍ରାନ୍ତରେ ପ୍ରାପ୍ତ ଏକ ପ୍ରଶାସନିକ ସୂଚନା ଅନୁସାରେ ଆଗାମୀ
Read More...

କୃଷକ ସାଥିଙ୍କ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥି ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବିରେ ଶୁକ୍ରବାର ଧାରଣା ଦେଇଥିଲେ । ଓଡିଶା କୃଷକ ସାଥି ସଂଘର ଡ଼ାକରାରେ ୧୪ ଦଫା ଦାବି ନେଇ କୃଷକ ସାଥିମାନେ ଧାରଣା ଦେବା ସହ
Read More...

ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର, ବିଦ୍ୟାଳୟ ଘେରିଲେ ଅଭିଭାବକ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ନୋଡାଲ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହେବା ଘଟଣାକୁ ନେଇ ଶୁକ୍ରବାର ଦିନ ଅଭିଭାବକମାନେ ବିଦ୍ୟାଳୟକୁ ଘେରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ସପ୍ତମ ଶ୍ରେଣୀର ଚାରି ଜଣ
Read More...

ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଏକକ ସାଧନ କେନ୍ଦ୍ରଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନର ବ୍ଲକ ବୈଷୟିକ ସଂଚାଳକ ଚନ୍ଦନ ସାହୁ
Read More...