ବରିଷ୍ଠ ଓକିଲ ତଥା ସମାଜସେବୀ ବୁଲିୟନଙ୍କ ହୃଦଘାତରେ ପରଲୋକ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଜଣା ଶୁଣା ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଅକାଳ ବିୟୋଗ ଘଟିଛି । ବୁଲିଆନଙ୍କ ଜି. ଉଦୟଗିରି ସ୍ଥିତ ବାସଭବନରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା ।
Read More...

ସ୍କୁଲ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଏନଏସି ଅଧ୍ୟକ୍ଷା

ଘୁ.ଉଦୟଗିରି:ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ୧୦ ମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ବା ସ୍କୁଲ ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରିଷଦ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ସମସ୍ତ ଉପସ୍ଥିତ
Read More...

୧୮-୫୯ ବର୍ଷ ବୟସ ବର୍ଗଙ୍କୁ ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ

ପୁରୀ : ପୁରୀ ସହର ସ୍ଥିତ କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଆଜିଠାରୁ ୧୮-୫୯ ବୟସର ବ୍ୟକ୍ତି ମାନଙ୍କୁ କୋଭିଡର ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହି ବର୍ଗର ପ୍ରତ୍ୟେକ ବ୍ୟକ୍ତି
Read More...

ବିଶ୍ୱ ଦକ୍ଷତା ଦିବସ ପାଳିତ

ସୁବର୍ଣ୍ଣପୁର : ଭାରତକୁ ସର୍ବାଗ୍ରେ ସ୍ୱାବଲମ୍ବୀ କରିବାରେ ଜନସାଧାରଣ ବିଶେଷ କରି ଯୁବ ସମାଜର ବିଶେଷ ଭୂମିକା ରହିଛି । ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ହିଁ ଭାରତକୁ ଏକ ସ୍ୱାବଲମ୍ବନଶୀଳ ଭାବରେ ଗଢ଼ି ତୋଳିବ ବୋଲି ଆଜି ସହରର ପଦ୍ମିନୀ ଦେବୀ କଲେଜରେ ଅନୁଷ୍ଠିତ "ସ୍ୱାବଲମ୍ବୀ ଭାରତ
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ବଢିଲାନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମ୍ବଲପୁର: ବେଶ କିଛିଦିନ ସ୍ଥିତି ସାମାନ୍ୟ ରହିବାପରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ଉଦବେଗଜନକ ହେବାକୁ ଲାଗିଛି । ଗତ କିଛି ଦିନର ସ୍ଥିତି ଅନୁଧ୍ୟାନ କଲାପରେ ଯାହା ଜଣାପଡୁଛି ଦୈନିକ ପାଖାପାଖି ୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ
Read More...

ହୀରାକୁଦକୁ ପ୍ରବିଷ୍ଟ ବନ୍ୟାଜଳର ପରିମାଣ ବୃଦ୍ଧିରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ

ସମ୍ବଲପୁର: ଏବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଚାରିଆଡେ ପରିଲକ୍ଷିତ ଜଳ ସଂକଟ ସ୍ଥିତି ପରି ଏଠାରେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ମଧ୍ୟ ସମସ୍ତଙ୍କୁ ଚିନ୍ତିତ କରିଥିଲା । ପୂର୍ବରୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ମାନସୁନର ଆଗମନ ସହିତ ଜୁନ ମାସର ପ୍ରଥମ ଦିନରୁ ଯେ କୌଣସି ଦିନ ଏଥିରୁ ଜଳ
Read More...

ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ । ଏଭଳି ଅଭାବନୀୟ ଲୋମଟାଙ୍ଗୁରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ । କଟୁରୀରେ ସ୍ତ୍ରୀର ମୁଣ୍ଡ କାଟି ନିର୍ମମ ହତ୍ୟା କରିଛି ପିଶାଚ ସ୍ୱାମୀ ।
Read More...

ଦଶପଲ୍ଲାରେ ପ୍ରତିଷ୍ଠା ହେବ ଜୋତା ତିଆରି କାରଖାନା

ଦଶପଲ୍ଲା : ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ୬ ନମ୍ବର ୱାର୍ଡର ମୋଚିସାହି କୋଠଘରଠାରେ ଜୋତା ତିଆରି କାରଖାନା ସ୍ଥାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁବ୍‌ଶୀଘ୍ର ଏହି କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଉକ୍ତ ବୈଠକରେ କାରଖାନା ସ୍ଥାପନ ନିମନ୍ତେ ବିଭିନ୍ନ
Read More...

ଖପ୍ରାଖୋଲ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ରୂପେ ଗୁଣମଣି ଭୋଇ ନିର୍ବାଚିତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟଳୟଠାରେ ସଭାପତି ପଦବୀ ପାଇଁ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ସଭାପତି ପଦବୀ ପାଇଁ ଗୁଣମଣି ଭୋଇ ଓ ମୋହନ ସୁନା ନାମାଙ୍କନ ଦାଖଲ କରିଥିବା ବେଳେ ନିର୍ବାଚନରେ ଗୁଣମଣି
Read More...

ସେଣ୍ଟ୍ରାଲ ଜୁ ଅଥୋରିଟୀ ସଦସ୍ୟଙ୍କ ହରିଶଙ୍କର ଡିଅରପାର୍କ ପରିଦର୍ଶନ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପର୍ଯ୍ୟଟନ ସ୍ଥଳୀ ତଥା ପୂଣ୍ୟକ୍ଷେତ୍ର ହରିଶଙ୍କର ଠାରେ ଥିବା ଡିଅର ପାର୍କକୁ ସେଣ୍ଟ୍ରାଲ ଜୁ ଅଥୋରିଟୀ ସଦସ୍ୟ ଅବସର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଡ. ଏସ କେ ସିଂ ଗସ୍ତ କରିଥିଲେ । ଏହି ଅବସରରେ ଡିଅର ପାର୍କର ଭିତ୍ତିଭୂମି ହରିଣଙ୍କ ଖାଇବା
Read More...