ବାଉଁଶୁଣୀରେ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୩/୬- ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି…
Read More...

୬୦ ପେଟି ଥଣ୍ଡା ପାନୀୟ ଜଳ ନଷ୍ଟ କରାଗଲା

ଘୁ ଉଦୟଗିରି,୨/୬: ସହରର ପାତ୍ର ଏଜେନସି ପକ୍ଷରୁ ବିତରଣ କରାଯାଉଥିବା ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ଜଳ ଆଜି ଫିଙ୍ଗି ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କରୋନା ସମୟରେ ୨୦୨୦ -୨୧ ମସିହାର ଯେଉଁ ଥଣ୍ଡା ପାନୀୟ ଜଳ ଯେପରି ଫିଜ୍‌, ଫ୍ରୁଟି, ବିକ୍ରି ହୋଇପାରି ନଥିଲା ।…
Read More...

ଜୁନ ୩ ରୁ ୫ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ

ବୌଦ୍ଧ /ଜହ୍ନ ।ପଙ୍କ,୨/୬: ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠ ପରିସରରେ ଗନ୍ଧରାଢୀ ଲୋକକଳା କମିଟି ଓ ଅଞ୍ଚଳବାସୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ଜୁନ ୩ ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ ।…
Read More...

ଗଜପତିରେ ଫେଲ ମାରିଛି ବଳରାମ ଯୋଜନା

ଗଜପତି,୨/୬- ଭୂମିହୀନ ଭାଗ ଚାଷୀମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବାବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ…
Read More...

ଗରିବ କଲ୍ୟାଣ ସମ୍ମିଳନୀ : ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗଜପତି,୨/୬:- ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି…
Read More...

ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଗଜପତି,୨/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର…
Read More...

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ହକି ପ୍ରଶିକ୍ଷଣ ଆରମ୍ଭ

ବୌଦ୍ଧ,୨/୬:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ଠାରେ ତୃଣମୂଳସ୍ତରୀୟ ଦିନିକିଆ ହକି ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟ ନାଥ ମାଝୀ ଏହି ଶିବିରକୁ ଉଦଘାଟନ କରି ଆଗ୍ରହର ସହିତ ପିଲାମାନେ ଏହି ହକି ଖେଳ କୌଶଳ ଶିଖିବାକୁ ପରାମର୍ଶ ଦେଇଥିଲେ ।…
Read More...

ମାଫିଆଙ୍କ ନଜରରେ ଶୁଖିଲା ବନ୍ଧ ଜମି, ପୁନଃରୁଦ୍ଧାର ଦାବିକଲେ ପଡାବାସି

କଣ୍ଟାବାଞ୍ଜି,୧/୬- ୧୯୭୬ ମସିହା ସେଟଲମେଣ୍ଟରେ ବନ୍ଧ ନାଁରେ ଚିହିଁତ ହୋଇଥିବା ବାଲକିଶନ ବନ୍ଧ ଯାହା ଖତିଆନ ୩୯ ପ୍ଲଟ ନଂ ୩୩୦, ୩୩୧, ୩୩୨ରେ ବାଲକିଶନ ବନ୍ଧ ନାଁରେ ଉଲ୍ଲେଖ ରହିଛି । ଦୈନନ୍ଦିନ ବ୍ୟବହାରରେ ଆସୁଥୁବା ଏହି ବନ୍ଧଟି ବର୍ତ୍ତମାନ ଉଚିତ ରକ୍ଷଣାବେକ୍ଷଣା ଅଭାବରୁ ଶୁଖିଯାଇଛି ।…
Read More...

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

ବୌଦ୍ଧ,୩୧ା୫ : ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ, ଉଜ୍ଜଳା ଯୋଜନା, ସ୍ୱଛ ଭାରତ, ଜଳ ଜୀବନ ମିଶନ ଓ ଅମୃତ,…
Read More...

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହରିପ୍ରିୟା ହୋତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସଭାପତିତ୍ୱ…
Read More...