Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ରାଜନପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପରିଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୧୬/୭- ବୌଦ୍ଧ ଏନ ଏ ସି ଅଞ୍ଚଳର ରାଜନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପରିଡା ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସଭା ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଉପସ୍ଥିତ ରହି ସଭା!-->…
Read More...
Read More...
ସରକାରୀ ତଥ୍ୟ : ପଶ୍ଚିମାଞ୍ଚଳର ୧୦ ଜିଲ୍ଲାରେ ମୋଟ ୧୪୫୦ ଜଣଙ୍କ କରୋନାରେ ମୃତ୍ୟୁ
ସମ୍ବଲପୁର, (ଶିବ ପ୍ରସାଦ ମେହେର)- କରୋନା ସଂକ୍ରମଣରେ ଲଗାମ ଲାଗି ପାରୁନାହିଁ ତ ଏଥିରେ ମୃତ ରୋଗୀଙ୍କ ସଂଖ୍ୟା ଆରମ୍ଭରୁ ହିଁ ବିବାଦରେ ରହିଆସୁଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ଇତିମଧ୍ୟରେ ସରକାରୀ ତଥ୍ୟରୁ ଜଣାପଡିଛି ଯେ ପଶ୍ଚିମ ଓଡ଼ିଶାର ମୋଟ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣରୁ!-->…
Read More...
Read More...
କରୋନା ତୃତୀୟ ଲହରକୁ ରୋକିବାକୁ ପଡିବ, ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ନେଇ କେନ୍ଦ୍ର ସରକାର ଅସୁବିଧାରେ ପଡିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ପ୍ରସଙ୍ଗ ଉପରେ ନଜର ଦେଇଛନ୍ତି । ଏହି ରାଜ୍ୟରେ ବଢୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉଦ୍ବେଗ ପ୍ରକାଶ!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରେ ପୁଣି ୧୧ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୬/୭: ଗତକାଲି ବୌଦ୍ଧଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଜିଲ୍ଲାରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ!-->…
Read More...
Read More...
ଓଡ଼ିଶା ଟେନିସ ଭଲିବଲ୍ ଆସୋସିଏସନ୍ ତରଫରୁ ବିଶ୍ୱ ଟେନିସ ଭଲିବଲ୍ ଦିବସ ପାଳିତ
କଟକ ୧୬/୦୭:- ବିଶ୍ୱ ଟେନିସ ଭଲିବଲ୍ ଦିବସ ଇତି ମଧ୍ୟରେ ଆଜି ସକାଳ ୮ଟା ସମୟରେ କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମଠାରେ ପାଳନ କରାଯାଇଛି । ବର୍ତ୍ତମାନର କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମକୁ ମାନି ଓଡିଶା ଟେନିସ ଭଲିବଲ ଆସୋସିଏସନ ତରଫରୁ ଚେୟାରମ୍ୟାନ ବିଘ୍ନ!-->…
Read More...
Read More...
ଧୋନିଙ୍କ ଭୂମିକା ନିଭାଇ ପାରିବେ ଏହି ଖେଳାଳି
ନୂଆଦିଲ୍ଲୀ : ଧୋନିଙ୍କ ଅବସର ପରେ ଭାରତୀୟ ଦଳରେ ମ୍ୟାଚ୍ ଫିନିସର ଅଭାବ ଦେଖାଦେଇଛି ବୋଲି ସିଭାରାମକ୍ରିଷ୍ଣନ୍ କହିଛନ୍ତି । ହାର୍ଦ୍ଦିକ ଏହି ଶୂନ୍ୟସ୍ଥାନ ପୂରଣ କରିପାରିବେ ବୋଲି ସେ କହିଛନ୍ତି । ଭାରତର ପୂର୍ବତନ ସ୍ପିନର ଲକ୍ଷ୍ମଣ ସିଭାରାମକ୍ରିଷ୍ଣନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ!-->…
Read More...
Read More...
ଲାଞ୍ଜିପଲ୍ଲୀ ତ୍ରିନାଥ ମନ୍ଦିରରେ ଚୋରି
ବ୍ରହ୍ମପୁର,୧୬/୭: ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୂଆଁବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇଯାଇଛି । ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି!-->…
Read More...
Read More...