ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପରୀକ୍ଷା ପର୍ବରେ ପ୍ରେରଣାଦାୟୀ ବକ୍ତାଭାବେ ବନୀତା ମନୋନୀତ

ନବରଙ୍ଗପୁର,୨୯/୪- ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ବିଜୟିନୀ ନବରଙ୍ଗପୁର ମାଟିର ଝିଅ ବନୀତା ଆଉ ଏକ ସଫଳତା ହାସଲ କରିଛନ୍ତି । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନୂଆଦିଲ୍ଲୀ, ଜାତୀୟ ସ୍ତରରେ ଆୟୋଜିତ କରୁଥିବା ପରୀକ୍ଷା ପର୍ବ (୪୦) କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ବକ୍ତାଭାବେ ମନୋନୀତ ହୋଇ
Read More...

ବୌଦ୍ଧ: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଇଂରାଜୀ ବିଷୟ ପରୀକ୍ଷା ଦେଲେ ୭୨୦୭ ଜଣ ଛାତ୍ରଛାତ୍ରୀ

ବୌଦ୍ଧ,୨୯/୪:- ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ୭୯୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୭୮୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ଏହି
Read More...

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪-ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ
Read More...

ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା

ପାଟଣାଗଡ,୨୯/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈ÷ଠକ ଖପ୍ରାଖୋଲ ବ୍ଲକ ସଭାଗୃହ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲଙ୍କ ଅଧ୍ୟକ୍ଷତାରେ
Read More...

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪ - ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ
Read More...

ଓସିପିଏଲ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଟି ଟଙ୍କା ପ୍ରଦାନ

ନେଶ୍ୱର : ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି।ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ
Read More...

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଯୁବକଙ୍କୁ ଜେଲ୍‌

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ଅତିରିକ୍ତ ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଆଜି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ ଜେଲ୍‌ ଓ ଜୋରିମାନା ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୧-
Read More...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ୨୫୬ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେବେ ଓ ପ୍ରତିଦିନ ଏକ
Read More...

ୟୁକ୍ରେନର ଇଚ୍ଛା, ଭାରତ ସମାଧାନ ପାଇଁ ମଧ୍ୟସ୍ଥତା କରୁ

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଦିନ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍‌ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛି । ରୁଷର ଘନ ଘନ ଆକ୍ରମଣରେ
Read More...

ଐତିହାସିକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା

ଗଞ୍ଜାମ : କୃଷ୍ଣପ୍ରସାଦ ବ୍ଲକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଯାଉଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା-୨୦୨୨ । ଏହାକୁ ୨୪ମୌଜା ମାର୍ଫଦଦାରର ସଂଗ୍ରାମ କେଶରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହା ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର
Read More...