କୁରାଳ ପଞ୍ଚମୀ ପୂଜା ଉଦଯାପିତ

ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ସ୍ଥାନରେ ୩ଦିନ ଧରି ଚାଲିଥିବା ଲଷ୍ମୀ ନାରାୟଣଙ୍କ ପୂଜା ବା କୁରାଳ ପଞ୍ଚମୀ ପୂଜା ଆଜି ଉଦଯାପିତ ହୋଇଯାଇଛି। ଏହା କୁମ୍ଭକାର ସମାଜର ଇଷ୍ଟ ଦେବୀ ହୋଇଥିବାରୁ କୁମ୍ଭକାର ସମାଜ ଭାଇଭଉଣୀ ମାନେ ଏହାକୁ ୩ଦିନ ଧରି ଧୁମଧାମରେ ପାଳନ
Read More...

ଭୁବନେଶ୍ୱରେ ପହଞ୍ଚିଲା ଓଡିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର ୧୧।୧୨: ଓଡିଶାରେ ପହଞ୍ଚିଲା ରାଣା ପ୍ରତାପଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର ।
Read More...

ମିଳିତ ଅବକାରୀ ଚଢ଼ାଉ; ୩ଜଣ ଗିରଫ

ପାରଳାଖେମୁଣ୍ଡି ୧୧।୧୨: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି ମିଳିତ ଅବକାରୀ
Read More...

ଚିନ୍ତା ବଢାଇଲା ଓମିକ୍ରନ; ମୁମ୍ବାଇରେ ଦୁଇଦିନ ୧୪୪ ଧାରା

ମୁମ୍ବାଇ ୧୧।୧୨: ମୁମ୍ବାଇରେ ବିଗିଡିଲାଣି ସ୍ଥିତି । ଓମିକ୍ରନ୍ କୁ ନେଇ ସ୍ଥିତି ସାଂଘାତିକ୍ । ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ ଏବେ ମୁମ୍ବାଇକୁ ଫେରିଛି ଲକ୍‌ଡାଉନ୍ ସ୍ଥିତି । ବଢୁଥିବା ଓମିକ୍ରନ୍ ଆକ୍ରାନ୍ତଙ୍କୁ
Read More...

ବିଶ୍ଵ ମାନବାଧିକାର ଦିବସ ପାଳିତ

ଗଜପତି ୧୧।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ଶାଖା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ପରିଷଦ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସାଧାରଣ ସମ୍ପାଦକ ଶ୍ରୀ
Read More...

ବାଲ୍ୟ ବିବାହ କୁ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି ୧୧।୧୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର କଇଠଡ଼ା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟ ବିବାହ କୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଗୋଶାଣି ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ କୁମାରୀ ନାୟକ ଜାଣିବାକୁ
Read More...

ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ; ମୃତ୍ୟୁସଂଖ୍ୟା ୮୪୩୩କୁ ବୃଦ୍ଧି

ଭୁବନେଶ୍ୱର ୧୧।୧୨: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୩ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ
Read More...

ଫୁଲବାଣୀ ଠାରେ ରକ୍ତଦାନ ଶିବିର

ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଦ୍ୱାରା ଜିଲ୍ଲା ମାନବାଧିକାର ପରିଷଦ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜାକିରୁଲ୍ଲା ଖାଁଙ୍କ ତତ୍ତ୍ୱାବଧାନରେ
Read More...

ଟାକରାରେ ପାଗଳ କୁକୁର ଆତଙ୍କ

ଦଶପଲ୍ଲା ୧୧।୧୨: ଦଶପଲ୍ଲା ବ୍ଲକ୍ ଟାକରା ବଜାରରେ ଗତକାଲି ଅପରାହ୍ନ ସମୟରେ ଏକ ପାଗଳ କୁକୁର ଅତର୍କିତ ଭାବରେ ବଜାର ମଧ୍ୟରେ ପଶି ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡି କ୍ଷତ ବିକ୍ଷତ କରିଥିଲା । ସୂଚନା ଅନୁସାରେ ୬ ଜଣ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହେଇଥିବା ବେଳେ, ୫ରୁ ଉର୍ଦ୍ଧ୍ବ ଗାଇ,
Read More...

ଦଶପଲ୍ଲାରେ ଯୋଗ ଦେବେ ନୂତନ ତହସିଲଦାର

ଦଶପଲ୍ଲା ୧୧।୧୨:  ନୟାଗଡ଼ ଜିଲ୍ଲା ଦଶପଲ୍ଲାର ନୂତନ ତହସିଲଦାର ଭାବେ ଅର୍ଜୁନ ପ୍ରଧାନ ଯୋଗ ଦେବାକୁ ଯାଉଛନ୍ତି । ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ପ୍ରଧାନ କଣ୍ଟାମାଳ ତହସିଲଦାର୍‌ ଭାବେ କାର୍ଯ୍ୟ କରୁଛନ୍ତି । ଉଲ୍ଲେଖଯୋଗ୍ୟ,
Read More...