କୁରାଳ ପଞ୍ଚମୀ ପୂଜା ଉଦଯାପିତ

0 80

ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ସ୍ଥାନରେ ୩ଦିନ ଧରି ଚାଲିଥିବା ଲଷ୍ମୀ ନାରାୟଣଙ୍କ ପୂଜା ବା କୁରାଳ ପଞ୍ଚମୀ ପୂଜା ଆଜି ଉଦଯାପିତ ହୋଇଯାଇଛି। ଏହା କୁମ୍ଭକାର ସମାଜର ଇଷ୍ଟ ଦେବୀ ହୋଇଥିବାରୁ କୁମ୍ଭକାର ସମାଜ ଭାଇଭଉଣୀ ମାନେ ଏହାକୁ ୩ଦିନ ଧରି ଧୁମଧାମରେ ପାଳନ କରିଥିଲେ। ଫୁଲବାଣୀ ବ୍ଲକର କେରେଡ଼ି, ଗଂଜୁଗୁଡ଼ା ଆଦି ଗ୍ରାମରେ ଏହି ପୂଜା ଗତ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

two × four =