Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ଟିଭି ଅଭିନେତା କରନ ମେହେରାଙ୍କୁ ଗିରଫ କଲା ପୋଲିସ
ମୁମ୍ବାଇ : ଜଣାଶୁଣା ଟିଭି ଅଭିନେତା କରନ ମେହେରାଙ୍କୁ ପୋଲିସ ଗିରଫ କରିଛି। ଗତକାଲି ରାତିରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ କରନ ମେହେରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୋଲିସ କହିଛି ଯେ ଉଭୟଙ୍କ ମଧ୍ୟରେ ବିବାଦ ପରେ ନିଶା ଏହି ଅଭିଯୋଗ କରିଛନ୍ତି।ଦୀର୍ଘ ଦିନ ଧରି କରନ!-->…
Read More...
Read More...
ବନପାଳଙ୍କ ପରଲୋକ
ଫୁଲବାଣୀ,୧/୬ - ଟିକାବାଲି ଥାନା ଅନ୍ତର୍ଗତ ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ଗତକାଲି ଅପରାହ୍ନରେ ବ୍ରେନ ଫାଇଲେରିୟାରେ ମୃତ୍ୟୁ ଘଟିଛି। ସେ ଫିରିଙ୍ଗଆ(T) ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରଖି ବନପାଳ ପ୍ରମୋସନ ପାଇ ସ୍ଥାନୀୟ!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ
ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧ ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ପ୍ରଧାନ ଗତକାଲି ତାଙ୍କର ଶିକ୍ଷକତାରୁ ଅଵସର ଗ୍ରହଣ କରିଛନ୍ତି। କମ୍ପରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଵ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ!-->…
Read More...
Read More...
ବୌଦ୍ଧଜିଲ୍ଲା ଟେଷ୍ଟ ପଜିଟିଭ ରେଟ୍ ଚିନ୍ତାଜନକ, ୫୪ ପ୍ରତିଶତ ସହ ରାଜ୍ୟରେ ପ୍ରଥମ
ବୌଦ୍ଧ,୩୧/୫- କୋଭିଡ ଟେଷ୍ଟିଂ ରାଜ୍ୟରେ ବ୍ୟାପକ କରାଯାଉଥିବାବେଳେ ଟୀକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାରକରି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ପଜିଟିଭ ରେଟ୍କୁ ଆଧାରକରି ତିନୋଟି ଜିଲ୍ଲାରେ ଲକ୍ ଡାଉନରେ ସାମାନ୍ୟ କୋହଳ କରାଯାଇଥିବାବେଳେ ରାଜ୍ୟର!-->…
Read More...
Read More...
ଅସହାୟ କୋଭିଡ ମୃତକଙ୍କ ଶବସତ୍କାର କଲା ଟିମ ହ୍ୟୁମାନିଟି
ଫୁଲବାଣୀ,୩୧/୫- ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସକାଳ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ତା'ର ସତ୍କାର!-->…
Read More...
Read More...
କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, ପ୍ରଶାସନର ଦୃଷ୍ଟି ଆକର୍ଷଣକଲେ ବ୍ଲକସ୍ତରରୁ…
ବାଲିଗୁଡା,୩୧/୫- କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଫୁଲବାଣୀ ଟାଉନଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀକରି ଜିଲ୍ଲାର ବାଲିଗୁଡ଼ା ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସମେତ ତୁମୁଡିବନ୍ଧ,!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୩୧/୫ - ବୌଦ୍ଧ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳର ପ୍ରଧାନ ଶିକ୍ଷକ ସ୍ୱରୂପ କୁମାର ମହାପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଦକ୍ଷ ମିଷ୍ଟଭାଷୀ ନିଃସ୍ୱାର୍ଥପର ଓ ଅମାୟିକ ପ୍ରଧାନ ଶିକ୍ଷକ ଥିଲେ । ଆଜି ଅବସର!-->…
Read More...
Read More...
ଗଣିଆ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା, ସଭାପତି ହେଲେ ଦେବୀପ୍ରସାଦ
ଦଶପଲ୍ଲା,୩୧/୫- ନୟାଗଡ଼ ଜିଲ୍ଲା ଗଣିଆବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶିଶୁରାଇଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଗଣିଆ ପ୍ରେସ କ୍ଳବର ସଭାପତି ଭାବେ ଦେବୀ ପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକଭାବେ ବିଶ୍ୱରଞ୍ଜନ!-->…
Read More...
Read More...