ଗଜପତିରେ ପୁଣି ୮୫ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୩୧/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୯ ଜଣ, ଗୋଶାଣି ବ୍ଳକରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ ଜଣ, କାଶୀ ନଗର ବ୍ଳକରୁ ୮ଜଣ, ମୋହନା ବ୍ଳକରୁ ୭ ଜଣ, ନୂଆଗଡ଼!-->…
Read More...
Read More...