ଗଜପତିରେ ପୁଣି ୮୫ଜଣ କରୋନା ପଜିଟିଭ ଚିହ୍ନଟ

0 95

ଗଜପତି,୩୧/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୯ ଜଣ, ଗୋଶାଣି ବ୍ଳକରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ ଜଣ, କାଶୀ ନଗର ବ୍ଳକରୁ ୮ଜଣ, ମୋହନା ବ୍ଳକରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୨୬ ଜଣ, ଆର ଉଦୟ ଗିରି ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ ୭ ଜଣ, ଗଜପତିରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ ହସ୍ପିଟାଲ, କୋଭିିଡ କେୟାର ସେଣ୍ଟର ଓ ହୋମ ଆସୋଲେସନରେ ରଖାଯାଇଥିବାର ସୂଚନା ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =