ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ,କଂଗ୍ରେସ ପକ୍ଷରୁ ୧୧ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ

ଦାରିଙ୍ଗବାଡ଼ି : ସରକାରୀ ଜମିରେ ଜି-ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବେଆଇନ କୋଠା ନିର୍ମାଣକୁ ବିରୋଧ କରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସଦଳ ତରଫରୁ ସୋମବାର୧୧ଘଣ୍ଟିଆ ବନ୍ଦ ଡାକରା ବନ୍ଦ କରିଛନ୍ତି । ଯାହାଫଳରେ ଦାରିଙ୍ଗବାଡ଼ିରେ ସମସ୍ତ ଗାଡ଼ି ମଟର ଓ ଦୋକାନ
Read More...

ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ସ୍ୱତନ୍ତ୍ର ପର୍ବ ପାଳନ

ପୁରୀ : ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୨୪ ଘଣ୍ଟାରେ ୧୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨ରେ
Read More...

ଅପହୃତ ନାବାଳିକା ଉଦ୍ଧାର, ରସିକିଆ ଟିଉସନ ମାଷ୍ଟର ଗିରଫ

ବାଲିଗଡ଼ା: ଗୁରୁଙ୍କ ନାମରେ ଲାଗିଛି କଳଙ୍କ । ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲଗଲେ ରସିକିଆ ଟ୍ୟୁସନ୍ ମାଷ୍ଟର । ଏହିଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ l ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି
Read More...

ଅକ୍ଟୋବର ୧୩କୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହାରୁଖ ଖାନଙ୍କ ଆର୍ଯ୍ୟନ ଖାନଙ୍କୁ ଆଜି ମିଳିଲାନି ଜାମିନ୍ । ମୁମ୍ବାଇ ଅଧିବେଶନ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ । ଏନସିବି
Read More...

ନୟାଗଡ଼ ପାଇଁ ପୂଜା କଟକଣା

ଦଶପଲ୍ଲା : ନୟାଗଡ଼ ସହରରେ ଦଶହରା ଭିଡ଼କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଆଜି କଟକଣା ଲାଗୁ କରାଯାଇଛି । ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନାଙ୍କ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ଡିଆଇବି ଡିଏସ୍ପି କିରଣ ହେମ୍ରମ
Read More...

ନୟାଗଡ଼ ବ୍ଲକ ସଭାଗୃହରେ ଆର୍ନ୍ତଜାତୀୟ କନ୍ୟା ଦିବସ ପାଳିତ

ଦଶପଲ୍ଲା : ନୟାଗଡ଼ ବ୍ଲକ ସଭାଗୃହରେ ଆର୍ନ୍ତଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ସିଡିପିଓ ଲକ୍ଷ୍ମୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ଅଞ୍ଚଳ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ଜୋତ୍ସାରାଣୀ ପଣ୍ଡା, ଅଞ୍ଚଳ ପରିଦର୍ଶିକାମାନେ ଯୋଗ ଦେଇଥିଲେ । ବାଲ୍ୟ ବିବାହ
Read More...

ବାବା ଯୋଗେଶ୍ବର ମନ୍ଦିରର ତୋରଣ ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ସମାଜସେବୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ପଞ୍ଚାୟତ ଦୁର୍ଗାପ୍ରସାଦରେ ଥିବା ବାବା ଯୋଗେଶ୍ବର ମନ୍ଦିରର ତୋରଣ ନିର୍ମାଣ ପାଇଁ ସମାଜସେବୀ ଶ୍ରୀହରି ନାୟକ ବିଗତ ଦିନରେ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ଗ୍ରାମର ସମସ୍ତ ଗ୍ରାମବାସୀ ଶ୍ରୀ ନାୟକଙ୍କ ପାଖକୁ ଯାଇ ଗ୍ରାମରେ ଥିବା ମନ୍ଦିରର
Read More...

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରତ୍ନର ଗଣତି ଏବଂ ରତ୍ନ ଭଣ୍ଡାରର ମରାମତି ଦାବି ନେଇ ବିକ୍ଷୋଭ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରତ୍ନର ଗଣତି ଏବଂ ରତ୍ନ ଭଣ୍ଡାରର ମରାମତି ଦାବି ନେଇ ବିକ୍ଷୋଭ। ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏ ନେଇ ବିକ୍ଷୋଭ କରାଯାଇଛି। ସଂଗଠନ ଅଭିଯୋଗ କରିଛି ରତ୍ନ ଭଣ୍ଡାର ସୁରକ୍ଷା ଦିଗରେ ରାଜ୍ୟ ସରକାର ଯେଉଁ
Read More...

ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଦିବସରେ ଅକ୍ଟୋବର 5 ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପାଳନ କରାଯାଉଛି। ଯଥା ମହାବିଦ୍ୟାଳୟର ପରିସରର
Read More...