ରାନୁ ମଣ୍ଡଳ ଗାଇଲେ ‘ମାନିକେ ମାଗେ ହିଥେ’, ଭାଇରାଲ୍ ହେଉଛି ଭିଡିଓ…

ନୂଆଦିଲ୍ଳୀ: ଏକଦା ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ୨୦୧୯ରେ ରାଣହାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର କା ନଗମା ଗାଇ ଘରେ ଘରେ ପରିଚିତ ହୋଇଥିବା ରାନୁ ମଣ୍ଡଳ ପୁଣି ଥରେ ଏକ ଗୀତ
Read More...

ବୁର୍ଲା ଭିସୁଟରେ ଗଣ୍ଡଗୋଳ, ବିଦା ହେଲେ୧୨ ଛାତ୍ର

ସମ୍ବଲପୁର : ର‍୍ୟାଗିଂ କରି ବିଦା ହେଲେ। ବୁର୍ଲା ଭିସୁଟ ଛାତ୍ର ଗଣ୍ଡଗୋଳ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର
Read More...

ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି; ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

ପିପିଲି : ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା । ତେବେ ବିଜେଡି ପ୍ରାର୍ଥୀ ତଥା ବିବଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର
Read More...

ଅଭିନେତ୍ରୀ ଶ୍ୱେତା ତିୱାରୀ ଭର୍ତ୍ତି ହେଲେ ମେଡିକାଲରେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ ବ୍ୟସ୍ତ ହେବା କାରଣରୁ ଶରୀରକୁ ଯଥେଷ୍ଟ ଆରାମ ଦେଇନଥିଲେ । ଏହି
Read More...

ଅକ୍ଟୋବର ୧ରୁ ଦିଲ୍ଳୀରେ ସମସ୍ତ ବେସରକାରୀ ମଦ ଦେକାନ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ବେସରକାରୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହିବ। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୨୬୬ ବେସରକାରୀ ମଦ ଦୋକାନ ସହିତ ସମସ୍ତ ଦୋକାନକୁ ଟେଣ୍ଡର
Read More...

‘ଭୁଲ୍ ଭୁଲେୟା-୨’ର ଫାଷ୍ଟ ଟିଜର୍ ରିଲିଜ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ମହାରାଷ୍ଟ୍ରରେ ସିନେମା ହଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଖୁବ ଖୁସି ହେବା ସହିତ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ରଖିଛନ୍ତି
Read More...

ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ

ଆଜି ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ହାରାହାରି ୧ କୋଟି ୮୬ ଲକ୍ଷ ଜଣଙ୍କ ଜୀବନ ନେଉଛି। ତେଣୁ ସୁସ୍ଥ ହୃଦୟ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳିିତ ହେଉଛି ବିଶ୍ୱ ହୃଦୟ ଦିବସ। କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ
Read More...

ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୬୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ପୁରୀ, ଜଗତସିଂହପୁର,
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୭ ଜଣ ଲୋକାଲ୍‌
Read More...

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’; ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ଆସନ୍ତା
Read More...