ସବୁ ରେକର୍ଡ ଭାଙ୍ଗିଲା କରୋନା : ରାଜ୍ୟରେ ୪୧୯୮ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର ୧୪ ।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୫୦୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ସେଲ୍ଫି ନେବା ମହଙ୍ଗା ପଡିଲା, ପାଣିରେ ବୁଡି ଯୁବ ଇଂଜିନିୟରଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଫୋନକୁ ଉଦ୍ଧାର ପାଇଁ ସାଲୁଙ୍କୀ ନଦୀକୁ ଡେଇଁ ପଡିବା ଫଳରେ ନଦୀରେ
Read More...

ପିତୃ ପକ୍ଷରେ ଆକାଶ ଛୁଆଁ ପନିପରିବା ଦର

ପାରଳାଖେମୁଣ୍ଡି,୧୪/୯- ବର୍ତ୍ତମାନ ସବୁଠାରେ ପିତୃପକ୍ଷ ପାଳନ ଚାଲିଛି ରୋଷେଇ ହେଉ କି ଛଞ୍ଚ । ଦେବାପାଇଁ ହେଉ ପିତୃ ପକ୍ଷ ଶ୍ର ।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ ଏଣୁ ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଳୁ କେଜି ୩୫, ପିଆଜ ୨୫
Read More...

ପାରଳା ବିଧାୟକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା

ପାରଳାଖେମୁଣ୍ଡି,୧୪/୯- ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡି ସହରର ୱାଡ଼ ନମ୍ବର ୪ ମୁତ୍ୟାଲୁ ସାହି ଠାରେ ଏକ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ ଦେଇ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଏହି ସାହିରେ ସ୍ଥାନୀୟ
Read More...

ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୪/୯- ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଲକରୁ ୪ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ
Read More...

ବୌଦ୍ଧ: ଆଜି ନୂଆ ୧୯ ଆକ୍ରାନ୍ତ ଚିହ୍ନଟ, ୧୧ଶହ ପାର୍‌ହେଲା କରୋନା

ବୌଦ୍ଧ,୧୪/୯ - ଆଜି ପୁଣି ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୨ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ
Read More...

ଚକ ରାସ୍ତାରେ ଦବି ଫସିଲା ଟ୍ରକ

ବୌଦ୍ଧ /ଜନ୍ହାପଙ୍କ ,୧୩/୯- ଜାତୀୟ ରାଜପଥ 57ର ଜନ୍ହାପଙ୍କ ହାଇସ୍କୁଲ ଆଗରେ ଆଜି ସକାଳ ପ୍ରାୟ 12.30ସମୟରେ ଏକ ଚିପସ ଵୋଝେଇ ଟ୍ରକ ଭାସିଯାଇଥିଲା।ସୂଚନାଯୋଗ୍ୟ ଯେ ସୋନପୁର ପଟୁ ବୌଦ୍ଧ ପଟକୁ ଯାଉଥିବା ବେଳେ ଏହା ଘଟିଥିଲା।ତେବେ ଏଥିରେ ଗାଡ଼ିର କୌଣସି କ୍ଷତି ହୋଇନାହିଁ।ସନ୍ଧ୍ୟା 6 ଟା
Read More...

ଗଜପତିରେ ପୁଣି ୧୬ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ୨ ଜଣ, ନୂଆଗଡ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ, ରାୟଗଡ ବ୍ଳକରୁ ୨ ଜଣ,ଆର ଉଦୟଗିରି ବ୍ଳକ ରୁ ୨ଜଣ ଚିହ୍ନଟ ହୋଇଛନ୍ତି ।
Read More...

କନ୍ଧମାଳରେ ପୁଣି ୮୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୮୪୪ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୩୩୭ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ବୌଦ୍ଧ-କୋଭିଡ୍‌ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବୌଦ୍ଧ,୧୩/୯ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍‌ ଆଇସୋଲେସନରେ ଥିବା ଜଣେ ଯୁବକ ଗତ ରାତିରେ ଗୁରୁତର
Read More...